Daily Archives

ଜାଡ଼ ପ୍ରବଳ : ଥରୁଛି କନ୍ଧମାଳ

ଫୁଲବାଣୀ : ପ୍ରବଳ ଜାଡ଼, ଥରୁଛି କନ୍ଧମାଳ । ପ୍ରବଳ ଶୀତ ଯୋଗୁଁ ଫୁଲବାଣୀରେ ତୁଷାରପାତ ହୋଇଥିବା ସୂଚନା ରହିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିଲା । ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।
Read More...

ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ସହାୟତା ପାଇଲେ ବୃଦ୍ଧା ମାଳତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସମିତି ସଭ୍ୟ ନନ୍ଦ କିଶୋର ଭୋଇଙ୍କ ଉଦ୍ୟମ ତଥା ସ୍ଥାନୀୟ ପ୍ରଶାସନର ସହଯୋଗରେ ଲୋଇସିଂହା ନୂଆପଡା ବାସିନ୍ଦା ମାଳତୀ ମାଝୀ ମୁଣ୍ଡ ଗୁଞ୍ଜିବାକୁ ରାହା ପାଇଛନ୍ତି । ନିଜ ଅବିବାହିତା ଝିଅଙ୍କ ସହିତ ଝାଟିମାଟି କୁଡ଼ିଆ ଘରେ ରହନ୍ତି ନୂଆପଡ଼ାର ମାଳତୀ
Read More...

ଆସନ୍ତୁ ଜାଣିନେବା ପାଖାପାଖି ପନିପରିବା ଦର ଆଜିର ମାର୍କେଟ୍‌ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୩୦ ଟଙ୍କା, ବଂଧାକୋବି - ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୩୦ ଟଙ୍କା,
Read More...

ଓଡିଶାର ୧୦୨ ବିଧାୟକ ପାରାଦ୍ୱୀପରେ ନୌସେନାର ସମରାଭ୍ୟାସ ଦେଖିଲେ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଓଡିଶା ବିଧାନସଭାର ସଦସ୍ୟ ମାନଙ୍କୁ ପ୍ରଥମ ଥର ପାଇଁ ଗଭୀର ସମୁଦ୍ର ମଧ୍ୟରେ ସମରାଭ୍ୟାସ ଦେଖେଇବାର ସୁଯୋଗ ଦେଇଛି ଭାରତୀୟ ନୌସେନା । ଓଡିଶା ବିଧାନସଭାରୁ ୧୦୨ ଜଣ ବିଧାୟକ ବସ୍‌ ଯୋଗେ ପାରାଦୀପ ଆସିଥିଲେ । ବାଚସ୍ପତି ଡ.ସୂର୍ୟ୍ୟନାରାୟଣ ପାତ୍ରଙ୍କ
Read More...