Daily Archives

ଛତ୍ରଙ୍ଗ ଖେଳ ପଡିଆ ନିକଟରେ ଦୁଇ ବାଇକ ମୁହାଁମୁହି ଧକ୍କା : ୨ ଜଣ ଗୁରୁତର

କଂଟାବାଂଜି, (ମନିଶ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ଖେଳ ପଡିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଚାଲକ ଗୁରୁତର ହୋଇ କଂଟାବାଂଜି ଡାକ୍ତରଖାନାରେ ଭର୍ତି ହୋଇ ଚକିତ୍ସିତ ହେଉଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ
Read More...

ମହାନଦୀରୁ ମିଳିଲା ବିରଳ ମାଛ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ୍ ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ସୋମବାର ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ନଦୀରୁ ଏକ ବିରାଟ ମାଛ ତାଙ୍କ ଜାଲରେ ପଡିଥିଲା । ଶ୍ରୀପତିଙ୍କ ଜାଲରେ ପଡିଥିବା ଏହି ମାଛର ଓଜନ ୨୫ କେଜିରୁ ଅଧିକ ରହିଛି । ଏହି ବିରାଟ ମାଛକୁ ସ୍ଥାନୀୟ ଲୋକେ
Read More...

ସ୍ୱଚ୍ଛ ଭାରତର ଅସ୍ୱଚ୍ଛ ଚିତ୍ର : ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ମୁଖ୍ୟ ଛକ, ଶିବ ମନ୍ଦିର ରାସ୍ତା ପାଲଟିଛି ଆବର୍ଜନା…

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼- ବୋରିଗୁମ୍ମା ଜାତୀୟ ରାଜପଥରେ ଥିବା ଦେଓଗାଁ ମୁଖ୍ୟ ଛକ ମାନଙ୍କରେ ପଲିଥିନ ଓ ପ୍ଲାଷ୍ଟିକ ଟିଫିନ୍ ପ୍ଲେଟ୍ ପଡିଥିବା ନେଇ ସ୍ୱଚ୍ଛ ଭାରତ ଅଭିଯାନର ଦେଓଗାଁରେ ଅସ୍ୱଚ୍ଛ ଚିତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅଞ୍ଚଳର ଠେଲା ବିକାଳୀମାନେ ଚାଟ୍,
Read More...

ପାଳିଲେ ଜନ୍ମ ଦିନ, ହେଲେ ନୂଆ ଢଙ୍ଗରେ

ଧର୍ମଗଡ଼, (ଭରତ ବିଶି) : କୋକସରାର ଯୁବକ କିଶନ ପଟ୍ଟନାୟକ, ତାଙ୍କ ୨୫ତମ ଜନ୍ମତିଥି ପାଳନ କଲେ କୁନି କୁନି ପିଲାମାନଙ୍କ ସହ । ଅନେକ ଲୋକ ଅଛନ୍ତି, ଜନ୍ମ ଦିନରେ କେକ୍‌ କାଟନ୍ତି, ପାର୍ଟି କରନ୍ତି ଆଉ ହଜାର ହଜାର ଟଙ୍କା ସାରି ମଉଜ କରନ୍ତି । ହେଲେ କିଶନ ଏମିତି ଜଣେ ଯୁବକ, ଯିଏକି ସମାଜ
Read More...

ଘରେ ପଶି ଚୋରି କରିଥିବା ୩ ଅଭିଯୁକ୍ତ ଧରାପଡ଼ିଲେ ପୋଲିସ ହାତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବାଟ ଭାଂଗି ଘର ପଶି ଚୋରି କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଆଦାର୍ଶ ଟାଉନ୍‌ ଥାନା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଥାନ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଦିଆଯାଇଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୬ ତାରିଖ ଦିନ
Read More...

ଦୁର୍ଗେଇଖୋଲ ଯାତ୍ରାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ ମା' ଦୁର୍ଗେଇଦେବୀଙ୍କ ପୂଜା ମହୋତ୍ସବ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଳନ କରାଯିବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ମନଭଙ୍ଗ ଠାରେ ଅନୁଷ୍ଠିତ ହୋଇଥିଲା ।ମା'
Read More...

ଶିଶକେଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତଦାରଖ କଲେ ଏବିଡ଼ିଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତଦାରଖ କରିଛନ୍ତି ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ । ହିତାଧିକାରୀଙ୍କ ଘରକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ, ନୂତ ରାସ୍ତା ନିର୍ମାଣ କାର୍ୟ୍ୟ ଭଳି ଅନେକ ସ୍ଥାନ ବୁଲି ଦେଖିଛନ୍ତି ।
Read More...

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଇକେଲ ପ୍ରଦାନ କଲେ ବିଡ଼ିଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ପଞ୍ଚାୟତ ତେନ୍ତୁଳିପଦର ଗ୍ରାମର ମଣ୍ଟୁ ରଣା ଦୀର୍ଘ ବର୍ଷ ହେବ ଭିନ୍ନକ୍ଷମ ହୋଇଥିବା ବେଳେ ସାଇକେଲ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ସମାଜସେବୀ ବିନୋଦ ନାଗ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲଙ୍କୁ ଭିନ୍ନକ୍ଷମ
Read More...

ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ଯୁ‌ଦ୍ଧ ଜାହାଜ ଆଇଏନ୍‌ଏସ୍ ଜଳଶ୍ଵ, ଆଇଏନ୍‌ଏସ୍ ସହ୍ୟାଦ୍ରୀ, ଶକ୍ତି ଓ ଶିବାଲିକ୍ । ବନ୍ଦରର ବିଭିନ୍ନ ଗେଟ୍‌ରେ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସୁରକ୍ଷା ବ୍ୟବ‌ସ୍ଥାକୁ କଡାକଡି କରାଯାଇଛି ।
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : କଂଟାବାଂଜି ଏନ୍‌ଏସି.ର ଗୋଟିଏ ୱାର୍ଡରୁ ୫ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ସକ୍‌ମା ଓ ବିଡ଼ିଘାଟ ଗ୍ରା.ପ.ରେ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ ଓ ୧୭ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା
Read More...