Daily Archives

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

• ମହାମାରୀ ବେଳେ ଏଏମୟୁର ଅବଦାନକୁ ପ୍ରଶଂସା• ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ଏବଂ ସମସ୍ତେ ଏହାର ଲାଭ ପାଇବା ଉଚିତ: ପ୍ରଧାନମନ୍ତ୍ରୀ• ଧର୍ମ ଆଧାରରେ ଜଣେ ବି କାହାକୁ ପଛରେ ଛାଡ଼ି ଦିଆଯିବନି: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ
Read More...

ଭାରତର ସକ୍ରିୟ ମାମଲା ୩ ଲକ୍ଷରୁ କମ୍ : ୧୬୩ ଦିନରେ ସର୍ବନିମ୍ନ

• ସମୁଦାୟ ମାମଲାର ୩ ପ୍ରତିଶତରୁ ତଳକୁ ଖସିଲା ସକ୍ରିୟ ମାମଲା• ୧୭୩ ଦିନରେ ସର୍ବନିମ୍ନ; ଦୈନିକ ମାମଲା ୨୦,୦୦୦ରୁ କମ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।ଭାରତର ସକ୍ରିୟ ମାମଲା ଆଜି ୩ ଲକ୍ଷ (୨,୯୨,୫୧୮) ତଳକୁ
Read More...

୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ଉଦ୍‌ଯାପିତ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ସାଗରିକା କଳା ନିକେତନ ମୁକ୍ତ ମଞ୍ଚରେ ୩ଦିନ ଧରି ଚାଲିଥିବା ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ମଙ୍ଗଳବାର ସଂନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଅବସରରେ ପାରାଦ୍ୱୀପ ବନ୍ଦରର ମୁଖ୍ୟ ଅର୍ଥ ପରାମର୍ଶଦାତା
Read More...

ଜିଲ୍ଲା ସ୍ତରୀୟ ଅଦ୍ୱେକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ଡ଼ା. ଜୀବନଜ୍ୟୋତି ସେନ, ବିଶିଷ୍ଠ କୃଷି ବୈଜ୍ଞାନିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ
Read More...

ବରଗଡ଼ରେ ଭାଜପାର କୃଷକ ସମାବେଶ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଘୁଲିପାଲି ଠାରେ ଭାରତୀୟ ଜନତା ପାର୍ଟିର ମହା କୃଷକ ସମାବେଶର ଆୟୋଜିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ସଂପର୍କରେ ତୃଣମୂଳ
Read More...

ତୁଷୁରାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ଅଳିଆ ଆର୍ବଜନାରେ ପୋତି ହୋଇଛି ଡ୍ରେନ, ଘରକୁ ପଶୁଛି ଡ୍ରେନର ଦୂଷିତ ପାଣି…

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଏନଏସିର ତୁଷୁରା ସହର ଭିତରେ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି । ସହରର ଚାରିପଟରେ ଡ୍ରେନ ରହିଛି କିନ୍ତୁ ନିୟମିତ ସଫା କରାଯାଉ ନ ଥିବାରୁ ଡ୍ରେନର ଅଳିଆ ପାଣି ଘର ଭିତରକୁ ପଶୁଛି । ଏନଏସି କାର୍ଯ୍ୟାଳୟରୁ ନିକଟସ୍ଥ ପତିତପାବନପଡା
Read More...

ଶିବତଲା ଠାରେ ଏକ ଦିବସୀୟ ଭଲି ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ଭଲି ବଲ୍‌ ଏସୋସିଏସନ ପକ୍ଷରୁ ଏକ ଦିବସୀୟ ଭଲି ବଲ୍‌ ପ୍ରତିଯୋଗିତା ଶିବତଲା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର, ପାଟଣାଗଡ, ଶିବତଲା ସମେତ ଛଅ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ
Read More...

ଅଙ୍ଗନୱାର୍ଡ କେନ୍ଦ୍ରରେ ନିର୍ମିତ ଗୃହ ଅଧାପନ୍ତରିଆ ହୋଇପଡିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ତରୀପାଣି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ଥିବାର ଅଙ୍ଗନୱାର୍ଡ ଗୃହ ଆଜକୁ ୪ବର୍ଷ ହେଲା ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇ
Read More...

ବୁଡାମାଲ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମବାସୀ ପ୍ରାୟ ଦିନ ହେବ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି । ପଦ୍ମପୁର ବିଦ୍ୟୁତ ବିଭାଗ ଖାମଖିଆଲି ମନୋଭାବ କରି ଚାଲିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବୁଡାମାଲ ଗାଁର ଗଜର ହାତୀଙ୍କ ଠାରୁ ପ୍ରାୟ ୮୦/୯୦ ହଜାର
Read More...

ଚାକିରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା : ଥାନାରେ ଅଭିଯୋଗ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପରେ ବୃଦ୍ଧି ପାଇବାରେ ଲାଗିଛି ଟଙ୍କା ରୋଜଗାର ନୂଆ ତରିକା । ମାତିଛନ୍ତି ବିଭିନ୍ନ କମ୍ପାନୀମାନଙ୍କର ଦଲାଲ । ଟାର୍ଗେଟ କରୁଛନ୍ତି ଶିକ୍ଷିତ ବେକାର ଯୁବକ ମାନଙ୍କୁ । ଚାକିରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାତାରାତି
Read More...