Daily Archives

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କାଠ ଫାଳିଆରେ ଆକ୍ରମଣ : ତେର ଦିନ ପରେ ଜୀବନ ଗଲା, ଜେଲରେ ଦୁଇ ଅଭିଯୁକ୍ତ

କଳାହାଣ୍ଡି, (ପି.କେ.ସାହୁ) : ଗତ ବର୍ଷେ ତଳର ଶତ୍ରୁତା ଶେଷରେ ଜଣକର ଜୀବନ ନେଇଥିବା ବେଳେ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଜେଲ୍ ଯିବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ପୋଖରୀବନ୍ଧ ଗ୍ରାମପଞ୍ଚାୟତ ଜନାଙ୍ଗପଟା ଗାଁରେ । ପୂର୍ବ
Read More...

ବେଲପଡା ୨୬ ନଂ. ଜୋନ୍‌ କୋଶଳ ସମର୍ଥିତ ପ୍ରାର୍ଥୀ ଗୁଣନିଧି ବର୍ଗେ ଓ କୋଶଳ ଯୁବନେତା ବନମାଳି ନାଏକଙ୍କ ଉପରେ ହୋଇଥିବା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ପଂଚାୟତ ସମିତି ୨୬ ନଂ. ଜୋନରେ ଜିଲ୍ଲା ପରିଷଦ ସଦସ୍ୟତା ପାଇଁ ଉପନିର୍ବାଚନ ଚାଲିଥିବା ବେଳେ କୋଶଲ ସମର୍ଥିତ ପ୍ରାର୍ଥୀ ଗୁଣନିଧି ବର୍ଗେ ଓ କୋଶଲ ଯୁବ ନେତା ବନମାଳି ନାଏକଙ୍କ ଉପରେ ହୋଇଥିବା ଆକ୍ରମଣକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଦୃଢ଼ ନିନ୍ଦା
Read More...

ବିଜୁ ଜନତା ଦଳର ବହୁ କର୍ମୀ ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମ କାଦୋଗୁଛାର ବିଜୁ ଜନତା ଦଳର ବହୁ ସକ୍ରିୟ କର୍ମୀ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଆଜି ସୋମବାର ଦିନ କାଦୋଗୁଛାକୁ ପୂର୍ବତନ ବିଧାୟକ ଶ୍ରୀ
Read More...

ବଲାଙ୍ଗିର ଜିଲ୍ଲାରେ ଶହେ ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ନୂଆ ଆକ୍ରାନ୍ତ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶହେ ତଳକୁ ଖସିଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ୮୩୩୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮୨୦୧ ଜଣ ସୁସ୍ଥତା ଅର୍ଜନ କରିଛନ୍ତି । ମାତ୍ର ୯୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଏବେ ଜିଲ୍ଲାରେ ରହିଥିବା ସରକାରୀ
Read More...

ଏନ୍‌ଜିଓ ପାଇଁ ସଭା ଗୃହ ଏବଂ ଟ୍ରେନିଙ୍ଗ ସେଣ୍ଟର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଦେବଦ‌ତ୍ତ କ୍ଲବ ତରଫରୁ ଅଂଚଳର ବିକାଶ ଏବଂ ଉନ୍ନତି ପାଇଁ ପଦକ୍ଷେପ ସହ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ସାହାଯ୍ୟ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଏବଂ ବିକାଶମୂଳକ ଆୟୋଜନକୁ ନେଇ କ୍ଲବର
Read More...

ବିଜେପୁର ମାଟିର ଗର୍ବ ଏବଂ ଗୌରବଙ୍କୁ ମିଳିଲା ଉପଯୁକ୍ତ ସମ୍ମାନ : ‘ମାଟିର ଗୈାରବ ସମ୍ମାନ’ରେ ସମ୍ମାନୀତ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଃସ୍ୱାର୍ଥପର ସେବାକୁ ନିଜ ଜୀବନର ବ୍ରତ ଭାବି ଅନବରତ ଭାବେ ସମାଜର କଲ୍ୟାଣ ପାଇଁ ଲୋକଙ୍କ ସେବାରେ ନିଜକୁ ନିଯୁକ୍ତ କରୁଥିବା ବ୍ୟକ୍ତି ହିଁ ହେଉଛି ପ୍ରକୃତରେ ସମାଜସେବୀ । ଆଜିକାର ଏହି ସ୍ୱାର୍ଥପର ଦୁନିଆରେ ଏଭଳି ବ୍ୟକ୍ତିତ୍ୱ କ୍ଵଚିତ ଦେଖାଯାନ୍ତି
Read More...

କଟ୍‌ନି-ଛଟ୍‌ନି ଜାଲରେ ଚାଷୀ : ପ୍ରଶାସନ ନିଦା ବିଷ୍ଣୁ ସାଜିଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ୍‌ ଅଂଚଳରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ହେଉଥିବା ବେଳେ କେତେକ ମଣ୍ଡିରେ ଚାଷୀମାନେ କଟ୍‌ନି-ଛଟ୍‌ନିର ଜାଲରେ ଛନ୍ଦି ହୋଇ ପଡ଼ିଥିବା କୁହାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ତମିଆଁ ପ୍ୟାକ୍ସରେ ସିଧାସଳଖ ଚାଷୀମାନଙ୍କଠାରୁ ୪
Read More...

ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଫରେଷ୍ଟ ବିଟ୍ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି । ମେଣ୍ଡା ନିକଟସ୍ଥ ବାରପାହାଡ ସଂରକ୍ଷିତ ଜଙ୍ଗଲ ପାହାଡ ଖୋଲରୁ ଏହି ହାତୀ ଶବଟିକୁ ଜଙ୍ଗଲ ବିଭାଗ ଠାବ କରିଛି । ମୃତ ହାତୀର
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟରେ ମହିଳା ଓ ଶିଶୁଙ୍କ ଅସୁରକ୍ଷା ଜନିତ ସମସ୍ୟାକୁ ନେଇ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ତଥା ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ
Read More...

ନୃସିଂହନାଥ ଠାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଜାନୁୟାରୀ ୧ ତାରିଖ ଦିନ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ୩୬ ତମ ବାର୍ଷିକ ଉତ୍ସବ ନୃସିଂହନାଥ ଠାରେ ପାଳନ କରିବା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି । ଆଜି ଯୁବ ପରିଷଦର ଆବାହକ ଦିଲ୍ଲୀପ
Read More...