Daily Archives

ସଡକ ଦୁର୍ଘଟଣାରେ ଜଣେ ମୃତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଶନିବାର ସନ୍ଧ୍ୟା ୮:୩୦ ସମୟରେ ଗ୍ରାମ କଲୋନୀ ପଡାର ୨୫ ବର୍ଷୀୟ ମୁକେଶ ଭୋଇଙ୍କ ଏକ ସଡ଼କ ଦୁର୍ଘଟଣାରେ ପଥର୍ଲା ଗ୍ରାମ ପାଖରେ ମୃତ୍ୟୁ ହୋଇଛି। ମୁକେଶ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ
Read More...

ଯୁବ ଯାଦବ ମହାସଭାର ସାଂଗଠାନିକ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) :ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ସେଳୁଆ ଗ୍ରାମର ବଜାର ପଡିଆ ଠାରେ ଏକ ସାଙ୍ଗଠନିକ ବୈଠକ ଯୁବ ଯାଦବ ସଂଗଠକ ହାରେଶ ବଗର୍ତ୍ତୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ବୈଠକ ରେ ପ୍ରଭୁ ଶ୍ରୀକୃଷ୍ଣ ଓ ଇଷ୍ଟଦେବୀ ଚଣ୍ଡୀ ସମଲେଇଙ୍କ ପୂଜାର୍ଚ୍ଚନା ହୋଇଥିଲା
Read More...

ନିଜ ପେନସନ ଟଙ୍କାରୁ ୫୧ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ମେହେର

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଅପରାହ୍ନ ୫ଟା ସମୟରେ ଦେଓଗାଁ ବ୍ଲକ୍ ଜରାସିଂହାର ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ମେହେରଙ୍କ ଦ୍ବାରା ଜରାସିଂହା ଗାଁର ୭ଟି ପଡ଼ା ଯଥା ଶିବଶଙ୍କର ପଡ଼ା, ବାବୁପଡ଼ା, ମେହେରପଡ଼ା, ମାଳିପଡ଼ା, ଧୁବାପଡ଼, ବାହାରପଡ଼ା ଓ ହରିଜନ ପହାର ୫୧ଜଣ
Read More...

ରୋଷେୟା ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ନର୍ସରୀ ଠାରେ ଅଭିବକ୍ତ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ରୋଷେୟା ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହାମାରୀ ସମୟରେ ରୋଷେୟାମାନଙ୍କ ପ୍ରତି ସରକାର ତଥା ଜିଲ୍ଲା ପ୍ରଶାସନର
Read More...

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀରେ ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟିରାରି ଏଣ୍ଡ ସୋସିଆଲ କ୍ଲବରେ ବାଧିତ ଜନବନ୍ଧୁ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ସ୍ମାରକୀ ବକ୍ତୃତା ସଭାପତି ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଓ କସ୍ତୁରୀ ରଥଙ୍କ ପରିଚାଳନାରେ ଅନୁଷ୍ଠିତ
Read More...

ଏହି ଖାଦ୍ୟ ପଦାର୍ଥ ଜଣେ ବ୍ୟକ୍ତିଙ୍କୁ ଶୀଘ୍ର ବୃଦ୍ଧ କରିପାରେ : ବିଶେଷଜ୍ଞଙ୍କ ଚେତାବନୀ

ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ ଦୂର କରିବାକୁ, ଲୋକମାନେ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନକୁ ଗ୍ରହଣ କରିବା ଉଚିତ । ନିୟମିତ ବ୍ୟାୟାମ, ଚର୍ମର ଯତ୍ନ, ପର୍ୟ୍ୟାପ୍ତ ନିଦ ଏବଂ ବିଶ୍ରାମ ଆପଣଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଯୁବକ ରଖିବା ପାଇଁ ଭଲ ଟିପ୍ସ । କିନ୍ତୁ ଆପଣ ଜାଣନ୍ତି କି, ଆମ
Read More...

ମିଆଁପାଟଣାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ମିଆଁପାଟଣା ଗ୍ରାମରେ ଏକ ଦିବସୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସହିତ ସର୍ବଧର୍ମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଭୋଗରାଇ ପଞ୍ଚାତୟ ସମିତି
Read More...

ବର୍ଷିୟାନ ଭେଷଜ ବିଶେଷଜ୍ଞ ପ୍ରଫେସର ଡା.ପି.ସି.ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଖ୍ୟାତନାମା ଭେଷଜ ବିଶେଷଜ୍ଞ, ବର୍ଷିୟାନ ସମାଜସେବୀ ପ୍ରଫେସର ଡା.ପି.ସି.ସାହୁଙ୍କୁ ଗଜପତି ନଗରସ୍ଥିତ ତାଙ୍କ ନିଜ ବାସଭବନରେ ରବିବାର ପୂର୍ବାହ୍ନରେ ଓଡ଼ିଶାର ସର୍ବପୁରାତନ ସମ୍ପାଦପତ୍ର "ନବୀନ' ପକ୍ଷରୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।
Read More...

ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି : ପୁନଃ ବିଚାର ନ ହେଲେ ଅନ୍ୟ ସ୍କୁଲକୁ ଛାଡିବେ ନାହିଁ ଛୁଆମାନଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଅଧିକ ଉନ୍ନତି ଶିକ୍ଷା ବ୍ୟବସ୍ଥା କାର୍ୟ୍ୟକାରୀ କରିବା ଆଳରେ ଶିକ୍ଷାର ମୌଳିକ ଅଧିକାରକୁ ଛଡେଇ ନେବା ପାଇଁ ସ୍କୁଲ ବନ୍ଦ ବା ମିଶ୍ରଣ ନିଷ୍ପତ୍ତିକୁ ଝାରବନ୍ଦ ବ୍ଲକ ଅଭିଭାବକ ସଂଘ ତ୍ରୀବ୍ର ବିରୋଧ କରିବା ସହ ଛୁଆମାନେ ମୁର୍ଖ ହୋଇ ଯିବେ ବରଂ
Read More...

ସ୍ବାମୀଙ୍କ ମୃତ୍ୟୁର ୧୦ ବର୍ଷ ହେଲାଣି, ତଥାପି ଶ୍ରାବଣୀଙ୍କୁ ମିଳିପାରି ନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶ୍ରୀମନ୍ତ ଧରୁଆ ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମର ବାସିନ୍ଦା ୧୦ ବର୍ଷ ଆଗରୁ ସ୍ତ୍ରୀ ଶ୍ରାବଣୀ ଏବଂ ଛୁଆମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ । ଏପଟେ ଶ୍ରାବଣୀଙ୍କ ଦୁଃଖ ଦେଖେ କିଏ । ଛୋଟ ଛୋଟ ଛୁଆ ମାନଙ୍କର ଭବିଷ୍ୟତ କ'ଣ ହେବ ? କିନ୍ତୁ ଶ୍ରାବଣୀ ଭାଙ୍ଗି
Read More...