Daily Archives

କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ କଂଗ୍ରେସ କାର୍ୟ୍ୟାଳୟରେ ବଲାଙ୍ଗିର ସଦର ବ୍ଲକ ଏବଂ ନଗର କଂଗ୍ରେସର ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି
Read More...

ସମାଜସେବୀ ଗୀତା ମିଶ୍ରଙ୍କ ଉଦ୍ୟମ ଅତି ପ୍ରଶଂସନୀୟ : ବୃଦ୍ଧାଶ୍ରମ ଅନ୍ତବାସୀଙ୍କୁ ବଣଭୋଜି ସହିତ ନୌକା ବିହାର କରାଇଲେ

ବରଗଡ଼, (ନିରୋଜ କୁମାର ପାଣୀ) : ସମୟ ସକାଳ ୫ଟାରେ ପୂର୍ବ ଯୋଜନା ଅନୁସାରେ ଗୋଟିଏ ଲମ୍ବା ଟ୍ରାଭେଲର ଗାଡ଼ି ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ସମ୍ମୁଖରେ ଛିଡା ହେଲା । ଏଥିରେ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲଙ୍କ ପରିବାର ସହିତ ସମସ୍ତ ଅନ୍ତବାସୀ ସୂର୍ୟ୍ୟ ଉଦୟ ହେବା ପୁର୍ବରୁ ଗାଡ଼ିରେ ତାଙ୍କ
Read More...

ପରୀ ମୃତ୍ୟୁ ମାମଲାରେ ତଦନ୍ତ ନେଇ ଅସନ୍ତୋଷ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ…

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କରିଛ‌ନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ପରୀ ମୃତ୍ୟୁ ପରେ ହୋଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଛି ଆୟୋଗ ପକ୍ଷରୁ । ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି
Read More...

ଦଳ ଯାହା ଦାୟି‌ତ୍ୱ ଦେବ, ମୁଁ ନିଭେଇବି : ରାହୁଲ ଗାନ୍ଧୀ

ନୂଆଦି‌ଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ‌ଙ୍କ ‌ଦ୍ୱାରା ଶନିବାର ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପାଥରେ ଆୟୋଜିତ ବୈଠକରେ ଦଳର ୨୦ ନେତା ଯୋଗ ଦେଇଥିଲେ । ସୂଚନାନୁସାରେ, ଏହି ବୈଠକରେ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ
Read More...

ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶ ପ୍ରସଙ୍ଗ : ମନ୍ଦିର ଉନ୍ନତିକରଣ କ୍ଷେତ୍ରରେ ମଧ୍ୟ ପଶ୍ଚିମ ଓଡିଶାକୁ ଅଣଦେଖା

ହରିଶଙ୍କର ଓ ନୃସିଂହନାଥର ବିକାଶ ପାଇଁ ପ୍ରଣୟନ ହେଉ ସ୍ୱତନ୍ତ୍ର ଆଇନ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ମନ୍ଦିର ତଥା ଧାର୍ମିକ ପୀଠମାଙ୍କର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ସେ ସବୁର ବିକାଶ, ରୀତି ନୀତି ଓ ଅନୁଦାନର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ବରକାନୀ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨୦ରୁ ଜଣେ, ବେଲପଡ଼ା ବ୍ଲକ୍‌ ନୁନହାଡ଼ ଓ ବେଲପଡ଼ା ଗ୍ରା.ପ.ରୁ
Read More...

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍‌ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଦାଶ, ଫେମିଲି କୋର୍ଟ ଜଜ୍‌ ପ୍ରଶାନ୍ତ ନାୟକ, ଭିଜିଲାନ୍ସ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍‌ (ପ୍ରଥମ) ଦେବାଶିଷ
Read More...

ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ଆବାହକ ତଥା ଆପ୍‌ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ପାଞ୍ଚଟି
Read More...

ତେଲେଙ୍ଗାନାରେ ବନ୍ଧକ ପଢିଛନ୍ତି ମହିଳା, ଶିଶୁଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜଗଦଳପୁର ଥାନା ଅଧୀନସ୍ଥ ଲହଙ୍ଗେର ଗ୍ରାମର ମହିଳା,ଛୋଟ ଛୁଆଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ ଦେଢ ବର୍ଷ ହେଲା ବନ୍ଧକ ପଢିଛନ୍ତି ତେଲେଙ୍ଗାନା ରାଜ୍ୟର ଇଟା ଭାଟିରେ । କରୋନା ମହାମାରୀ ବେଳେ ଓଡିଶା କୁ ଫେରିବା ପାଇଁ ଚାହୁଁଥିଲେ
Read More...

‘ମାହେଶ୍ୱରୀ’ର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : 'ମାହେଶ୍ୱରୀ'ର ବାର୍ଷିକ ଅଧିବେଶନ ବିଭିନ୍ନ ଶାଖାକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଗତ ଦିନର କାର୍ଯ୍ୟ ଓ ଆଗାମୀ ଦିନର କାର୍ଯ୍ୟ ପାଇଁ ଆଲୋଚନା ହୋଇଛି । ଏଥିରେ ମାହେଶ୍ୱରୀ ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ଲଲିତ ସାହୁ, ଲୋଟସ ଷଡ଼ଙ୍ଗୀ,
Read More...