Daily Archives

ଭାଲୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୈଠକ : ମୋ’ ସ୍କୁଲ ଅଭିଯାନରେ ୧୫ ଲକ୍ଷ ଟଙ୍କା ସଂଗ୍ରହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନରେ ୧୫ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ଖବର ମିଳିଛି । ୧୯୨୫
Read More...

କଥା ରଖିଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ : ଗୋବର୍ଦ୍ଧନପୁର ଗ୍ରା.ପ.ରେ ଜଳସେଚନର ନୂଆ ସମ୍ଭାବନା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ସବୁଠୁ ଅଧିକ ମରୁଡି ପ୍ରବଣ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏବେ ଜଳସେଚନର ନୂଆ ସମ୍ଭାବନା ଦେଖାଦେଇଛି । ଏସବୁ ପାଇଁ ବର୍ତ୍ତମାନର ଲାଞ୍ଜିଗଡ ବିଧାୟକଙ୍କ ସାଧୁ ଉଦ୍ୟମ ଫଳବତୀ ହେବାକୁ
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଛାତ୍ରୀ ଗୁରୁତର

ପିପିଲି : ମର୍ମ‌ନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁରୀ ଜାତୀୟ ପଥ ପିପିଲି ବାଇପାସ ରାସ୍ତାର ଖଣ୍ଡିଆଗିରି ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ସକାଳେ ଏକ ବୋଲେରୋ ପିକଅପ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
Read More...

ଜଳିଗଲା ବଲାଙ୍ଗିର ସହରର ଫଳ ମାର୍କେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ବସ୍‌ ଷ୍ଟେଣ୍ଡ୍‌ ପାଖରେ ନୂଆ ହୋଇ ବସିଥିବା ଫଳ ମାର୍କେଟ୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏହି ଆଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି ।
Read More...

ଗୋତୋମୁଣ୍ଡା ଡାହିମାଲ ରାସ୍ତା କାର୍ଯ୍ୟ ତଦାରଖ ସହ ଅଞ୍ଚଳବାସୀଙ୍କ ସହ ସମସ୍ୟା ଆଲୋଚନା କଲେ ଜିଲ୍ଲା ବିଜେଡି ସଭାପତି

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଗୁରୁବାର କୋକସରା ବ୍ଲକ ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହ କୋକସରା ପାର୍ଟି କାର୍ୟ୍ୟାଳୟରୁ ବାହାରି ପ୍ରଥମେ ଲଡୁଗାଁ ପଞ୍ଚୟତ ପହଞ୍ଚି ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ
Read More...

ଦିବ୍ୟାଙ୍ଗ ଶଶିରେଖା : ଅନ୍ୟ‌ଙ୍କ ପାଇଁ ପ୍ରେରଣା

କୋରାପୁଟ : ଦିବ୍ୟାଙ୍ଗ ଶଶିରେଖା, ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ଭିନ୍ନକ୍ଷମ ହୋଇ ବି ସେ ବିଶେଷ ସକ୍ଷମ । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛ‌ନ୍ତି । ନିଜେ କାମ କରି ନିଜ ମା'‌ଙ୍କୁ ପାଳୁଛ‌ନ୍ତି। ସୂଚନା ଅନୁସାରେ କୋରାପୁଟ
Read More...

ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ, ଜାଣନ୍ତୁ ଯୋଜନା

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ । ଟଙ୍କା ଜମା କରିବାର କାର୍ୟ୍ୟ ପାଣ୍ଠି ଉତ୍ସର୍ଗ ଅଭିଯାନ ମାଧ୍ୟମରେ ଶେଷ ହେବ । ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ତଥା ଶ୍ରୀରାମ ଜ‌ନ୍ମଭୂମି ତୀର୍ଥା କ୍ଷେତ୍ରର ନ୍ୟାସ ଚମ୍ପତ ରାୟ ବୁଧବାର ଏହା ଘୋଷଣା
Read More...

ବଡ଼ ଧରଣର ସାଇବର୍‌ ଆକ୍ରମଣର ଚେତାବନୀ ଦେଇଛି ଆମେରିକା

ୱାଶିଂଟନ୍‌ : ଆମେରିକାର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ଏକ ବଡ଼ ହ୍ୟାକିଂ ଅପରେସନ୍ର ପର୍ଦ୍ଦାଫାସ ହେବାକୁଥିବାରୁ ସରକାର, ସମ୍ବେଦନଶୀଳ ଭିତ୍ତିଭୂମି ଏବଂ ବେସରକାରୀ ସଂସ୍ଥା ଭୟଙ୍କର ବିପଦରେ ପଡ଼ିବାର ସ‌ମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଆମେରିକାର ଅର୍ଥ ଏବଂ
Read More...

ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଣିନେବା ଆସନ୍ତୁ, ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି । ଆଳୁ - ୩୮ ଟଙ୍କା, ପିଆଜ - ୫୦ ଟଙ୍କା, ଫୁଲକୋବି - ୩୦ ଟଙ୍କା, ବଂଧାକୋବି - ୨୫ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୮୦
Read More...

ଛକରେ ରହିଛି ଗାତ : ଯାତାୟାତ ବାଧାପ୍ରା‌ପ୍ତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ଚାରିଛକରେ ରହିଛି ଗାତ । ଏହି ଗ୍ରାମରେ ପ୍ରସିଦ୍ଧ ଶୈବପୀଠ ଧବଲେ‌ଶ୍ୱର ବାବାଙ୍କ ମନ୍ଦିର ଥିବାରୁ ପ୍ରତିଦିନ ଶହ ଶହ ଭକ୍ତ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ବଲାଙ୍ଗିର ପଟରୁ ଚାରିଛକକୁ
Read More...