Daily Archives

ଜିରୋ ନାଇଟ୍‌ ସେଲିବ୍ରେଶନ୍‌କୁ ସରକାରଙ୍କ ନା

ଭୁବନେଶ୍ୱର : ନୂଆବର୍ଷ-୨୦୨୧ ପାଖେଇ ଆସୁଛି । ହେଲେ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେଶନକୁ ନା କରିଛ‌ନ୍ତି ରାଜ୍ୟ ସରକାର । ବର୍ତ୍ତମାନର କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ୩୧ ରାତିରେ ଉତ୍ସବ ପାଳନକୁ ବାରଣ କରାଯାଇଛି । ନୂଆବର୍ଷ ପାଳନ ନେଇ କୌଣସି ଉତ୍ସବ ଆୟୋଜନ କରାଯାଇ ପାରିବନାହିଁ ବୋଲି
Read More...

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ଦାଶଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ତଥା କୀର୍ତ୍ତନ୍ୟ ଗୁରୁ ସତ୍ୟନାରାୟଣ ଦାଶଙ୍କ ଆଜି ପୂର୍ବାହ୍ନରେ ମାଲପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି । କ୍ରୀଡା ଶିକ୍ଷକ ଭାବେ ଭୁତିଆରବାହାଲ ସ୍ଥିତ ସଚ୍ଚିଦାନନ୍ଦ ହାଇସ୍କୁଲରେ ପ୍ରାୟ ୩୬ ବର୍ଷ ଧରି କାର୍ୟ୍ୟ କରିବା
Read More...

ନିମ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌‌ ଦ୍ଵାରା ପ୍ରଶିକ୍ଷଣ ଶିବିର କୋକସରା ଠାରେ ଅନୁଷ୍ଠିତ

ଧର୍ମଗଡ଼, (ଭରତ ବିଶି) : ନିମ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌‌ ଦ୍ବାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତଥି ଭାବେ ରାଜ୍ୟ ମୁଖ୍ୟ ସତ୍ୟବ୍ରତ ଦାସ ଏବଂ ଜିଲ୍ଲା ଅଧକ୍ଷ ଦ୍ବାରିକା ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ମାନବାଧିକାର କମିଶନ ଓ
Read More...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କଲା ଭିଜିଲାନ୍ସ

ସୁନ୍ଦରଗଡ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ୬ ଟି ସ୍ଥାନ, ଯାହାକି ସରକାରୀ ବାସଭବନ
Read More...

ଦିଲ୍ଲୀ ଦରବାରରେ ଚାଲିଥିବା କିଷାନ ଆନ୍ଦୋଳନକୁ ସମର୍ଥନ ଜଣାଇ ଚାଷୀଙ୍କ ସତ୍ୟାଗ୍ରହ ଓ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ସୋହେଲା, ଗାଇସିଲେଟ, ପଦ୍ମପୁର,ଝାରବନ୍ଧ ଓ ପାଇକମାଳ ବ୍ଲକ୍ ଅଞ୍ଚଳର ଚାଷୀ ସଂଗଠନ ଗୁଡ଼ିକ ତରଫରୁ ଦିଲ୍ଲୀରେ ଚାଲିଥିବା କିଷାନ ଆନ୍ଦୋଳନକୁ ସମର୍ଥନ କରି ଚାଷୀଙ୍କ ସତ୍ୟାଗ୍ରହ ଗଣ ଧାରଣା ଆନ୍ଦୋଳନ ଆଜି ପଦ୍ମପୁର ଉପଖଣ୍ଡରେ ଆରମ୍ଭ ହୋଇଛି
Read More...

ପୁଇଁନ୍ତଳା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

ପୁଇଁନ୍ତଲା: (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟୀ ପକ୍ଷରୁ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ପୁନଃଗଠନ ସମ୍ବନ୍ଧୀୟ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରଥମେ
Read More...

ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ଆର୍‌ଟିଏସ୍‌ (ଜାତୀୟ ଗ୍ରାମାଂଚଳ ମେଧାବୃତ୍ତି) ପରୀକ୍ଷା-୨୦୨୦ ମଙ୍ଗଳବାର ସକାଳ ୧୦ ଘ. ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାରେ ୮ଟି କେନ୍ଦ୍ର ଯଥା- ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୧୩୪ ଜଣ,
Read More...

ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଆଲୋଚନା
Read More...

ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଜରିଆରେ ବିକାଶରେ ବିଳମ୍ବ ଓ ଶ୍ରବଣ ବାଧିତ ଶିଶୁମାନଙ୍କୁ ମାଗଣା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଏଣ୍ଡ୍‌ ହସ୍‌ପିଟାଲ୍‌ ପରିସରରେ ଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର (ଡିଇଆଇସି) ଠାରେ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଜରିଆରେ ବିକାଶରେ ବିଳମ୍ବ ଏବଂ ଶ୍ରବଣ ବାଧିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୯ରୁ ଜଣେ, ବେଲପଡ଼ା ବ୍ଲକ୍‌ ଘାଗୁର୍ଲି ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଳକ୍‌ କୁଡ଼ାସିଂଗା ଓ ଅର୍ଜୁନପୁର ଗ୍ରା.ପ.ରୁ ଜଣେ
Read More...