Daily Archives

ଅଭିମନ୍ୟୁ ସାହୁଙ୍କ ପୁଣ୍ୟ ତିଥିରେ କମ୍ବଳ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମାଟିର ଜଣେ ବୀର ପୁତ୍ର ଅଭିମନ୍ୟୁ ସାହୁଙ୍କ ସପ୍ତମ ପୁଣ୍ୟ ତିଥି । ଆଜିର ଦିନରେ ଡିସେମ୍ବର ୧୫ ତାରିଖ ୨୦୧୩ ରେ ସ୍ୱର୍ଗତଃ ଅଭିମନ୍ୟୁ ସାହୁଙ୍କ ହତ୍ୟା ହୋଇଥିଲା । ତାଙ୍କ ହତ୍ୟାରେ ପୂରା ଟିଟିଲାଗଡ ସ୍ଥବ୍ଧ ହୋଇଯାଇଥିଲା । ଆଜିର ଏହି ପୁଣ୍ୟ
Read More...

ଜିଲ୍ଳା ସମବାୟ ସମିତି ସମୂହର ଅଫିସ୍‌ର ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଳା ସହକାରୀ ନିବନ୍ଧକ ସମବାୟ ସମିତି ସମୂହର ଅଫିସର୍ ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତ ୧୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ବିଲ୍ ପାସ କରିବାକୁ ନେଉଥିଲେ ଲାଞ୍ଚ । ଲଛିପୁର କୃଷି ସେବା ସମବାୟ
Read More...

କୋଭିଡ କେଆର ସେଣ୍ଟର୍‌ରେ ମହିଳା‌ଙ୍କୁ ଅସଦାଚରଣ ମାମଲା : ବଲାଙ୍ଗିର ପହଞ୍ଚିଲା ଡିଏମଇଟି.ର ତଦନ୍ତକାରୀ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୋଭିଡ କେଆର ସେଣ୍ଟର୍‌ରେ ଜୈନେକ ଆୟୁଷ ଡାକ୍ତର ଦ୍ୱାରା ମହିଳାଙ୍କୁ ଅସଦାଚରଣ ମାମଲାର ତଦନ୍ତ ପାଇଁ ଆଜି ଡିଏମଇଟି.ର ଏକ ତଦନ୍ତକାରୀ ଦଳ ବଲାଙ୍ଗିର ଆସି ମାମଲାର ତଦନ୍ତ କରି ଫେରିଛି । ଦୁଇ ଜଣିଆ ବିଶିଷ୍ଟ ଏହି ତଦନ୍ତକାରୀ ଦଳରେ ଡା.ନିର୍ମଳ
Read More...

ନିଖୋଜ ସୁନା ବ୍ୟବସାୟୀର ହତ୍ୟା ଘଟଣାକୁ ୨୩ ଦିନ ପୂରିବା ପରେ ବି ପୁଲିସ ହାତ ଖାଲି : ମୃତକଙ୍କ ପରିବାରବର୍ଗଙ୍କୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗତ ମାସ ୫ ତାରିଖ ନିଖୋଜ ହୋଇଥିବା ବେଳେ ତାର ଠିକ ୧୭ ଦିନ ପରେ ଜଙ୍ଗଲରୁ ତା‌ଙ୍କ ମୃତ ଦେହ ମିଳିବାର ପ୍ରାୟ ୨୫ ଦିନ ହୋଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀକୁ ଗିରଫ କରି ନପାରି କେବଳ ହତ୍ୟା ମାଲଲା ରୁଜୁ କରି
Read More...

ଦେଓଗାଁ ବ୍ଲକରେ ବଲାଙ୍ଗିର ବିଧାୟକଙ୍କ ସମୀକ୍ଷା ବୈଠକ : ଠିକ୍ ଭାବେ ଚାଲୁନି ଉନ୍ନୟନ କାମ, ପଡ଼ିରହିଛି ଲକ୍ଷ ଲକ୍ଷ…

ଦେଓଗାଁ,(ମନୀଷ କୁମାର ସାହୁ): ମଙ୍ଗଳବାର ଦିନ ୧୧ଟା ସମୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବ୍ଲକରେ ଚାଲିଥିବା ଉନ୍ନୟନ କାମର ସମୀକ୍ଷା କରିଥିଲେ। ଏହି ବୈଠକରେ ଦେଓଗାଁ ବିଡିଓ ରୁଦ୍ର ପ୍ରସାଦ ସୁନା, ତହସିଲଦାର ନାରାୟଣ ସାହୁଙ୍କ ସହ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ
Read More...

ଯୁବ ଇଞ୍ଜିନିୟରଙ୍କ ଅକାଳ ବିୟୋଗ : ଅଂଚଳରେ ଶୋକର ଛାୟା

ପଦ୍ମପୁର, (ନିରୋଜ କୁମାର ପାଣୀ) :ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ବଡକୁଞ୍ଜାରୀ ଗ୍ରାମର ଶିକ୍ଷକ ବିନୋଦ ଚୋଖିଂକ ଏକମାତ୍ର ପୁଅ ଯୁବ ଇଞ୍ଜିନିୟର ହରିଶ୍ଚନ୍ଦ୍ର ଚୋଖିଂକ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୨୩ ବର୍ଷ ହେଉଥିଲା । ଫାଇନାଲ ପରୀକ୍ଷା ପରେ ସେ ନିଜସ୍ବ
Read More...

ଗାଁ ଚାଷ ବିଦେଶରେ ବିଖ୍ୟାତ, ଦେଶ ପାଇଁ ଗୌରବ : ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ବୌଦ୍ଧର ଜୈବ ରସାୟନ ଗବେଷକ…

ବୌଦ୍ଧ,(ବଂଶୀଧର ମାଝୀ): ବିଶ୍ବର କିଛି ପ୍ରମୁଖବ୍ଯକ୍ତି ନିଜ ନାମକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ ରେକର୍ଡରେ ଲିପିବଦ୍ଧ କରିବାକୁ ଅନେକ ପରିଶ୍ରମ କରିଥାନ୍ତି ଓ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥାନ୍ତି । ସେହିପରି ଏକ ସଫଳତା ପାଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ଜୟରାମ ରଣା(୩୦)
Read More...

ଏ ସରକାର ଆମ କଥା ଶୁଣୁନାହାନ୍ତି, କେବଳ ଘୂରଉଛ‌ନ୍ତି : କହିଛନ୍ତି ବିରୋଧୀ କୃଷକମାନେ

ନୂଆଦିଲ୍ଲୀ : କୃଷକ ସଂଗଠନଗୁଡ଼ିକ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । ସି‌ନ୍ଧୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନେ କହିଛନ୍ତି ଯେ, ଆମେ ଗଣମାଧ୍ୟମରୁ ଜାଣିଛୁ ଯେ ସରକାର ଆମ ପକ୍ଷରୁ ଲିଖିତ ଉତ୍ତର ଅପେକ୍ଷା କରିଛନ୍ତି । ସରକାର ବାହାରୁ ଆସୁଥିବା ଲୋକଙ୍କୁ ଅନୁମତି ଦେଉ
Read More...

ବରଗଡ଼ରେ ମଦ ବିକ୍ରି ବିରୋଧରେ ଧାରଣା ଦେଲେ ମହିଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିନକୁ ଦିନ ବରଗଡ଼ ସହରରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏବେ ମଦ ଓ କୋରେକ୍ସ ବିକ୍ରି ବିରୋଧରେ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି । ମଙ୍ଗଳବାର ବରଗଡ଼ ସହରର ନିଲିବନ୍ଦପଡା, କୁମ୍ଭାରପଡା, ଭୟନାପଡାର ମହିଳାମାନେ ଏକ ରାଲିରେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ
Read More...

ୱେସ୍କୋର ଘରୋଇକରଣକୁ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱେସ୍କୋ, ସାଉଥକୋ'କୁ ଟାଟା ପାୱାରକୁ ବିକ୍ରି କରିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହାକୁ ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ ବଲାଙ୍ଗିର ସର୍କଲ ତରଫରୁ ଏକ ସାଂବାଦିକ ସମ୍ମିଳନୀରେ ମଂଚର କର୍ମକର୍ତ୍ତମାନେ
Read More...