Daily Archives

ସଇଁନ୍ତଲା ଓକିଲ ସଂଘର ନୂତନ କର୍ମକର୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଓକିଲ ସଂଘ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ସମସ୍ତ କର୍ମକର୍ତା ନିଦ୍ବନ୍ଧରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରାଧେଶ୍ୟାମ ସାହୁ ଘୋଷଣା କରିଛନ୍ତି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ
Read More...

କୁନି କୁନି ଛାତ୍ରଛାତ୍ରୀ‌ଙ୍କ ଭବିଷ୍ୟତ ଏବେ ଛେଳି ଚରାଇବାରେ : ବିରୋଧୀ ତଣ୍ଟି ଶୁଖିଯାଇଛି

ଧର୍ମଗଡ଼, (ଭରତ ବିଶି) : ଦେଶର ଭବିଷ୍ୟତ କହିଲେ କୁନି କୁନି ଛାତ୍ରଛାତ୍ରୀ ଠୁ ଆରମ୍ଭ ହୁଏ । ନୁତନ ସୁର୍ୟ୍ୟଦୟ ପାଇଁ ଭାରତ ସ୍ବପ୍ନ ଦେଖିବା ସମୟରେ ହଠାତ୍ କଳା ମେଘ ଘୋଟି ଆସିଲା ପ୍ରାୟ କରୋନା କରାଳ ରୂପ ଧରି ମାଡ଼ି ଆସିଛି । ଶୁଣାଯାଇଥିଲା, ସ୍କୁଲ କଲେଜ ବନ୍ଦ ହେବ କିଛି ଦିନ ପାଇଁ ।
Read More...

ନିରାମୟ କେ‌ନ୍ଦ୍ରରେ ଦୁଇ ମାସର ଶିଶୁକୁ ଦିଆଗଲା ଏ‌କ୍ସପାଏରୀ ଔଷଧ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ଲୋକ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । ନିରାମୟ ଯୋଜନାରେ ଲୋକେ ଚିକିତ୍ସିତ ହେଲେ ବିନାମୂଲ୍ୟରେ ଔଷଧ ପାଇପାରିବେ । ଔଷଧ ଖାଇବା ଦ୍ବାରା ଲୋକଙ୍କ ରୋଗ ଭଲ ହୋଇଥାଏ, ହେଲେ ନିରାମୟ
Read More...

ସରକାରୀ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଥିବା ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ହିତାଧିକାରୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅଧୀନସ୍ଥ ଦେଉଲଗାଁ ଗ୍ରା.ପ.ର ଘୁନ୍‌ଘୁଟିପାଲି ନିବାସୀ ଶୋଭାବନ ବାରଲେଣ୍ଡିଆ
Read More...

କୃଷକମାନେ ଏନ୍‌-୯କୁ ଅବରୋଧ କରିଛନ୍ତି : ଆମରଣ ଅନଶନ ଜାରି : ଶାହାଙ୍କ ସହ କୃଷି ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ : ଆଜି କୃଷି ନିୟମ ବିରୁଦ୍ଧରେ ସାରା ଦେଶରେ ଭୋକ ଉପବାସ ଅନଶନ ଚାଲିଛି । ଦଶ ହଜାର କୃଷକ ସଂଗଠନ ଦିଲ୍ଲୀରେ ଭୋକ ଉପବାସରେ ଅଛନ୍ତି ଏବଂ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରୁଛନ୍ତି । ଆଜି କୃଷକମାନଙ୍କ ଦ୍ୱାରା ଅନେକ ରାଜପଥ ଅବରୋଧ କରାଯାଇଛି ଏବଂ ନେତାମାନଙ୍କୁ ଘେରିବା
Read More...

ସୁବର୍ଣ୍ଣପୁରରେ କୃଷି ଆଇନ ପ୍ରତ୍ୟାହାର ଦାବୀକୁ ନେଇ ଗଣଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ ଦ୍ବାରା ପାରିତ କୃଷି ଆଇନ ପ୍ରତ୍ୟାହାର ସହ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ୭ଦଫା ଦାବୀକୁ ନେଇ ଗଣଧାରଣା ଦିଆଯାଇଛି । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି
Read More...

ରେଙ୍ଗାଲି ଗ୍ରାମରେ ଚିତା ଆକ୍ରମଣରେ ଶତାଧିକ କୁକୁଡ଼ା ମୃତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଚିତା ଆତଙ୍କ ଦେଖାଦେଇଛି । ଶନିବାର ରାତିରେ ଗାଁ ମୁଣ୍ଡରେ ଥିବା ପ୍ରଫୁଲ୍ଲ ମେହେରଙ୍କ କୁକୁଡ଼ା ଦୋକାନରେ କଲରା ପତରିଆ ଚିତା ବାଘ ପ୍ରବେଶ କରି ଶତାଧିକ କୁକୁଡ଼ାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି
Read More...

ଆଜି ରାଜ୍ୟରେ ୪ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ରାଜ୍ୟରେ ୪ ଜଣଙ୍କ ଜୀବନ ହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଢେଙ୍କାନାଳ ଜିଲ୍ଲାରୁ, ଗଂଜାମ ଜିଲ୍ଲାରୁ, ଝାର୍‌ସୁଗୁଡ଼ା ଜିଲ୍ଲାରୁ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ
Read More...

ଆଜି ରାଜ୍ୟରେ ୩୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୩୨ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

କବିତା : ଗାଢ଼ ଅ‌ନ୍ଧାର

ଜ୍ୟୋ‌ତ୍ସ୍ନାରାଣୀ ଭୋଇ (କିଟି) ଖୁବ୍‌ ଡରୁଥିବାଅନ୍ଧାରକୁ ବିନିଜର କରିହୁଏ….ଭଲ ପାଉଥିବାଆଲୁଅ ଠୁ ମୁଁଅନେକ ଥର ଲୁଚୁଛି । ପ୍ରତିଟି ଜାନୁଆରୀ ଏକ ତାରିଖସକାଳ ଛଅଟା ପଇଁଚାଳିଶରୁମୋ ଟ୍ରେନର ଗତିଭୁବନେଶ୍ୱର ଠୁ ବଲାଙ୍ଗିର ନୂଆ ବର୍ଷର ନୂଆ କମ୍ପନନଥାଏ ମନେ,ଦ୍ରୁତ ଗତିର ଟ୍ରେନହଠାତ୍
Read More...