Daily Archives

କୃଷକ ସଙ୍ଗଠନ ମାନଙ୍କର କୃଷି ଆଇନ ବିରୋଧରେ ଆଜି ଦେଶରେ ସାମୁହିକ ଉପବାସ ସମର୍ଥନରେ ଆପ୍‌ କାର୍ଯ୍ୟକର୍ତ୍ତାଙ୍କ ଉପବାସ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଆମ୍‌ ଆଦମୀ ପାର୍ଟି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟରେ ସାମୁହିକ ଅନଶନ କାର୍ୟ୍ୟକ୍ରମ ଚାଳିଛି । କୃଷକ ସଙ୍ଗଠନ ଗୁଡିକର ୧୪ ଡ଼ିସେମ୍ବର ସାମୁହିକ ଅନଶନ ନିଷ୍ପତିକୁ ସମର୍ଥନ ଜଣାଇ ଏବଂ କୃଷି ଆଇନର ବିରୋଧକୁ ଜୋରଦାର କରିବା
Read More...

ଗର୍ଜିଲେ ନରସିଂହ: ଦମ୍ ଅଛି ତ ଏମଏସପି ତଳେ କିଣୁଥିବା ବ୍ୟକ୍ତିକୁ ସାତ ବର୍ଷ ଜେଲ ଘୋଷଣା କରୁ କେନ୍ଦ୍ର

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଠକୁଛନ୍ତି ବଲାଙ୍ଗିର,(ଦେବାଶିଷ ମିଶ୍ର) - କେନ୍ଦ୍ର ସରକାର ନିଜକୁ ଚାଷୀର ଶୁଭାକାଂକ୍ଷୀ କହୁଥିବା ବେଳେ ବିରୋଧୀ ଚାଷୀଙ୍କୁ ଅଯଥା ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି କହୁଛି । ଯଦି କେନ୍ଦ୍ର ସରକାର ପ୍ରକୃତରେ ଚାଷୀଙ୍କ ସ୍ୱାର୍ଥ ପାଇଁ
Read More...

ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସହରର ଆଲୋକ ନଗର ସମାଜ ଗୃହ ପଛପଟେ ରହୁଥିବା ୨୦ରୁ ୨୫ ପରିବାରବର୍ଗ । ସୂଚନାଯୋଗ୍ୟ ଯେ, ଜଣେ ଜବର୍‌ ଦଖଲ୍‌କାରୀ ସରକାରୀ ଜାଗା ଅକ୍ତିଆର କରି ନେଇଥିବା ଯୋଗୁଁ ସେମାନେ ସିଧାସଳଖ ମୁଖ୍ୟରାସ୍ତାକୁ ବାହାରିବାକୁ
Read More...

ଔଷଧ କିଣି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ : ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର : ଔଷଧ କିଣି ଆସୁଥିବା ବେଳେ ଘଟିଲା ଅଘଟଣ । ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଳିଛି । ସୂଚନା ଅନୁସାରେ ଶ୍ୟାମ ମୁଣ୍ଡା ଏବଂ ପିଣ୍ଟୁ ମୁଣ୍ଡା ଆଜି ଔଷଧ ଦୋକାନରୁ ଘରକୁ ବାଇକ ମାଧ୍ୟମରେ ଫେରୁଥିଲେ । ହେଲେ ତେଲକୋଇ
Read More...

ମାଓ ଅଂଚଳରେ ପହଂଚିଲେ ପୁଲିସ ମହା ନିର୍ଦ୍ଦେଶକ ଅଭୟ : କହିଲେ, ବିକାଶ କାମରେ ପୁଲିସ୍‌କୁ ଟାର୍ଗେଟ ନକରି ମାଓବାଦୀମାନେ…

ମାଲକାନଗିରି : ଆଜି ରାଜ୍ୟ ପୁଲିସ ମହାଦିର୍ଦ୍ଦେଶକ ଅଭୟ ମାଓବାଦୀ ଅଂଚଳ ମାଲକାନଗିରିକୁ ଗସ୍ତ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲିି ହୋଇଥିବା ଏନ୍‌କାଉଂଟରରେ ୨ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ସେନେଇ ଯବାନଙ୍କ ଆହୁରି ମନୋବଳ ବଢାଇବା ପାଇଁ ଆଜି ମାଓବାଦୀଙ୍କ ସ୍ୱାଭିମାନ
Read More...

ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ସି.ଏ. ପରୀକ୍ଷା ଜେଏସ୍‌ଏମ୍‌ କଲେଜରେ ସମା‌ପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସ୍‌ଏମ୍ ବାଣିଜ୍ୟ ବିଭାଗ କଲେଜ ପରିସରରେ ପ୍ରଥମ ଥର ତଥା ପ୍ରଥମ ବର୍ଷ ପାଇଁ ଚାଟାର୍ଡ ଆକାଉଟେଣ୍ଟ୍‌ (ସି.ଏ.) ପରୀକ୍ଷା ଆରମ୍ଭ ହୋଇଥିଲା । ସୂଚନା ଅନୁସାରେ ଏହି ପରୀକ୍ଷା ନଭେମ୍ବର ୨୧ ତାରିଖ ରୁ ଡିସେମ୍ବର ୧୪ ତାରିଖ
Read More...

ନୂତନ ଉପସଭାପତି ଲଲିତ ଜଗତଙ୍କୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ବ୍ଲକ କଳାକାର ମହାସଂଘର ବରିଷ୍ଠ କଳାକାର ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମାଣ୍ଡୋସିଲ୍ ଗ୍ରାମର ଲଲିତ ଜଗତ ପାଇକମାଲ ବ୍ଲକ କଳା ସଂସ୍କୃତି
Read More...

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ

ସମ୍ବଲପୁର, (କେପିଏନ୍‌ଏସ୍‌) : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଠୁ ବାହାରିଛନ୍ତି ତିନି ଦିନିଆଁ ପଶ୍ଚିମ ଓଡିଶା ଗସ୍ତରେ । ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆଜି ଭୁବନେଶ୍ୱରରୁ ରେଳ ଯୋଗେ ଆସି ମଧ୍ୟାହ୍ନରେ ସମ୍ବଲପୁରରେ ପହଞ୍ଚି ଥିଲେ । ସମ୍ବଲପୁର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ତୁଷୁରାବାହାଲ ଗ୍ରା.ପ.ରୁ ଜଣେ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୭ରୁ ଜଣେ,
Read More...

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାତୀଶାଲପଡ଼ା ନିବାସୀ ଆକୁଳ ବଗର୍ତ୍ତି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଜଣାଇଛନ୍ତି ଯେ, ତାଙ୍କ ବୟସ ଷାଠିଏ ବର୍ଷରୁ ଅଧିକ ହୋଇଥିବା ବେଳେ ଅସୁସ୍ଥତା ଯୋଗୁଁ କୌଣସି କାମଧନ୍ଦା କରି ପାରୁନାହାନ୍ତି ।
Read More...