Daily Archives

ନୂତନ ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ସୁକତେଲ ପ୍ରକଳ୍ପ ବାଧାପ୍ରାପ୍ତ ହେବ ନାହିଁ : ନରସିଂହ

ଶୀଘ୍ର ମିଳିବ ବାଏପାସ୍‌ର କ୍ଷତିପୂରଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତାମଖନା ଠାରେ ହେବାକୁ ଥିବା ୧୫୪ କୋଟିର ଭୁତଳ ଜଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଦ୍ୱାରା ସୁକତେଲ ପ୍ରକଳ୍ପ ପ୍ରଭାବିତ ହେବା ସହ ବନ୍ଦ ହୋଇ ଯିବନି ତ ବୋଲି ସମ୍ବାଦପତ୍ରରେ ଏକ ଆଶଙ୍କା
Read More...

ଦଲାଲ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କାର କପା

ଟିଟିଲାଗଡ, (ଗୌରବ ଦର୍ଜୀ) : ସିଲଣ୍ଡା ଗ୍ରାମର କପା ଚାଷୀ ୨୦୧୯ ମସିହାରେ କପା ଚାଷ କରି ଦଲାଲ ମାନଙ୍କୁ ବିକ୍ରି କରିଥିଲେ । ପ୍ରାୟ ୯ ଲକ୍ଷ ଟଙ୍କାର କପା ଦଲାଲ ମାନଙ୍କୁ ବିକ୍ରି କରିଥିଲେ । କିନ୍ତୁ ଦଲାଲ ମାନେ ତାଙ୍କୁ କପା ବାବଦକୁ କୌଣସି ଟଙ୍କା ନ ଦେଇ ଭୁଆଁ ବୁଲାଉଥିବା ଚାଷୀମାନେ
Read More...

କୁରୁଲ ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଆଜି ଆନୁଷ୍ଠିତ ଭାବେ ଶୁଭାରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଠାରେ । ଅପରାହ୍ନ ୨ଟା ସମୟରେ ବିଦ୍ୟାଳୟର ଉପର ମହଲା ଠାରେ କୋଭିଡ଼-୧୯ ନିୟମାନୁଯାୟୀ ଏକ ସଭାର
Read More...

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏକ ସମୀକ୍ଷା ବୈଠକ । ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଯୋଜନା କାର୍ୟ୍ୟକାରୀ ହେଉଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ପାଖରେ
Read More...

ଶବରପଡାକୁ ନାହିଁ ରାସ୍ତା : ଜମି ହୁଡା ହିଁ ଭରସା

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି । ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ବାବୁମାନେ ଗାଁ
Read More...

ଅନ୍‌ଲାଇନ୍‌ ମାଧ୍ୟମରେ ଜିଲ୍ଲାସ୍ତରୀୟ କଳାଉତ୍ସବ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହରେ ଜିଲ୍ଲା ସ୍ତରୀୟ କଳାଉତ୍ସବ-୨୦୨୦କୋଭିଡ୍‌ କଟକଣା ଯୋଗୁଁ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ
Read More...

ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚ ସଂଘର ଦାବୀ ପତ୍ର

ଟିଟିଲାଗଡ , ( ଗୌରବ ଦର୍ଜୀ) : ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପାଖରେ ଆଜି ଟିଟିଲାଗଡ ଉପଖଣ୍ଡର ସରପଂଚ ସଂଘର ସଦସ୍ୟମାନେ ଟିଟିଲାଗଡ ତହସିଲଦାରଙ୍କ ବାଲି ଘାଟ ଉପରେ ଚଢ଼ାଉକୁ ନେଇ ଉପୁଜୁଥିବା ସାମାଜିକ ସମସ୍ୟା ଓ ତା' ର ସମାଧାନ ପାଇଁ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ
Read More...

ବେଆଇନ ଭାବେ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ମହାସଂଘର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ କମିଟି, ଗ୍ରାମବାସୀ ଓ ଅଭିଭାବକମାନଙ୍କ ସହିତ ବିନା ବିଚାର ବିମର୍ଷ ଓ ଆବଶ୍ୟକ ଯୋଗ୍ୟତା ଥିବା ସତ୍ତେ୍ୱ ଅନେକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ କରି ବଲାଙ୍ଗିର ଅଭିଭାବକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଇକ ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥ ୫୭ର ଛେପାପାଲି ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ସହରର ପଟାଭାଡିର ବାଳଗୋପାଳ ମିଶ୍ର ଏବଂ ତାକର ୯ ବର୍ଷୀୟ ଝିଅ
Read More...

ଏଆଇକେଏସ୍‌ସିିସିି ଆହ୍ୱାନରେ କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଏଆଇକେକେଏମ୍‌ଏସ୍‌ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଜନ ବିରୋଧୀ କେନ୍ଦ୍ର ସରକାର ଆଣିଥିବା ୩ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଦେଶବ୍ୟାପୀ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି
Read More...