Daily Archives

ଆଜି ରାଜ୍ୟରେ ୩୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୪୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଅସହାୟ ଭାମାଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର ଭାମା ପ୍ରଧାନ ବୟସ ପାଖାପାଖି ୫୫ ରୁ ୬୦ ହେବ । ସ୍ବାମୀ ୧୫ ବର୍ଷ ଆଗରୁ ଇହଲୀଳା ତ୍ୟାଗ କରିଛନ୍ତି । ପଛରେ ଛାଡି ଯାଇଛନ୍ତି ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅକୁ । ଭାମା ବହୁ ଅସୁବିଧାର
Read More...

ସମ୍ବାଦ ସାହିତ୍ୟ ଘର ତରଫରୁ ‘ଶୀତ ସର୍ଜନା’ ସାରସ୍ୱତ ଉତ୍ସବ ଅନୁଷ୍ଠିତ : ନୂତନ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ତରଫରୁ ‘ଶୀତ ସର୍ଜନା’ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ସଭାପତି ଡ. ସଂଜୟ କୁମାର ମିଶ୍ର, ସଂପାଦକ ସଂଦୀପ କୁମାର କୁଅଁରଙ୍କ ସହ
Read More...

କୃଷକଙ୍କ ଆ‌ନ୍ଦୋଳନ ପଛରେ ଚୀନ୍ ଏବଂ ପାକିସ୍ତାନର ହାତ ରହିଛି : କେନ୍ଦ୍ର ମନ୍ତ୍ରୀ

ଔରଙ୍ଗାବାଦ : ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଲିଥିବା ଚାଷୀଙ୍କ ବିରୋଧ ପଛରେ ଚୀନ୍ ଏବଂ ପାକିସ୍ତାନର ହାତ ରହିଥିବା ବୁଧବାର ଦିନ ଦାବୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନ୍‌ବେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଂଶୋଧିତ ନାଗରିକତା ଅଧିନିୟମ ଏବଂ
Read More...

କୃଷକଙ୍କ ନେତାମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ : ୧୨ ତାରିଖ ଏହି ପଦକ୍ଷେପ ନେବେ

ନୂଆଦିଲ୍ଲୀ : ନୂତନ କୃଷି ଆଇନ ଉପରେ ସରକାରଙ୍କ ପ୍ରସ୍ତାବକୁ କୃଷକ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କୃଷକ ନେତା କହିଛନ୍ତି ଯେ, ଯଦି ତିନୋଟି କୃଷି ଆଇନ ରଦ୍ଦ ନହୁଏ ତେବେ ଆମେ ଦିଲ୍ଲୀର ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିଦେବୁ । ଯଦି ସରକାର ଅନ୍ୟ ଏକ ପ୍ରସ୍ତାବ ପଠାନ୍ତି,
Read More...

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ ଅନୁମୋଦନ ମିଳିଛି । କରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ୩-୦ରେ ଘୋଷଣା କରାଯାଇଥିବା ଏହି
Read More...

ଡା. କେ.ଏସ୍‌.ଏନ୍‌.ରାଓଙ୍କ ୧୦୧ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଦୃଷ୍ଟିହୀନ ଓ ବଧିର ଛାତ୍ରୀଛାତ୍ରଙ୍କ ଥଇଥାନ ପାଇଁ ବିଶିଷ୍ଟ ସମାଜସେବୀ ଡା. କେ. ସତ୍ୟନାରାୟଣ ରାଓଙ୍କ ଅବଦାନ ଅତୁଳନୀୟ ବୋଲି ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମର ସଭାପତି ଡା. ଜାକୋବ ଥୁଣ୍ଡିଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକାଶ
Read More...

କଂଟାବାଂଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା : କୃଷକମାନଙ୍କ ବନ୍ଦ ଡାକରାରେ ଆଳୁ, ପିଆଜ ବସ୍ତା…

କଂଟାବାଂଜ. (କେପିଏନ୍‌ଏସ୍‌) : କଂଟାବାଂଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକମାନଙ୍କ ବନ୍ଦ ଡାକରାରେ ଆଳୁ, ପିଆଜ ବସ୍ତା ତଥା ଓମଫେଡ୍‌ କ୍ଷୀର ଫୋପାଡିଥିବା ଅଭିଯୋଗ କରି ନିନ୍ଦା କରାଯାଇଛି । ଚାଷୀମାନଙ୍କ ହକ୍‌ ପାଇଁ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ
Read More...

ଦେଶରେ ମୋଟ କରୋନା ପଜିଟିଭ୍ ମାମଲାର ୪% ରୁ କମ ସକ୍ରିୟ ମାମଲା

● ଦୈନିକ ପଜିଟିଭ୍ ହାର ୩.୧୪%● ଜାତୀୟ ପଜିଟିଭ୍ ହାର ଠାରୁ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛିନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ହ୍ରାସ ଧାରା ବଜାୟ ରଖି ଦେଶରେ ସକ୍ରିୟ କରୋନା ମାମଲା ଏବେ ୩,୭୮,୯୦୯ ରେ ପହଁଚିଛି । ମୋଟ ପଜିଟିଭ୍ ମାମଲାର ୩.୮୯%
Read More...

ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ସହରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଟମାଟର୍‌ - ୩୫ ଟଙ୍କା, ପୋଟଳ - ୮୦ ଟଙ୍କା, ଫୁଲକୋବି - ୫୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଆଳୁ - ୫୦ ଟଙ୍କା, ପିଆଜ - ୫୦ ଟଙ୍କା,
Read More...