Daily Archives

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ସାତ ସପନ ହେଲା କରନ ବାଗଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ
Read More...

ଟିଟିଲାଗଡ଼ରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ଟିଟିଲାଗଡ, (ଗୌରବ ଦର୍ଜୀ) : କିଛି ମାସର ବ୍ୟବଧାନ ପରେ ଆଜି ପୁଣି ଥରେ ଆରମ୍ଭ ହୋଇଛି ଟିଟିଲାଗଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ବନବିଭାଗ କାର୍ୟ୍ୟାଳୟ ସମ୍ମୁଖ ଶ୍ରୀଦାଦି ଜୀ ପ୍ରଭାବତୀ ପବ୍ଲିକ ସ୍କୁଲର ବାଡ଼ାକୁ ଆଜି ପ୍ରଶାସନ ତରଫରୁ ଭଙ୍ଗାଯାଇଛି । ବ୍ୟାଙ୍କ ଛକରୁ ଶାସ୍ତ୍ରୀ ଛକ ଯାଏଁ
Read More...

ନିଷ୍ଠା ପରିବାର ତରଫରୁ କରୋନା ସଂକ୍ରମିତ ମୃତକଙ୍କ ଶବଦାହ

ବରଗଡ଼, (ସତ୍ୟନାରାୟଣ ପଧାନ) : ସୋହେଲାର ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିଜର କେହି ନାହାନ୍ତି ବୋଲି ଜିଲ୍ଲା ପ୍ରଶାସନଠୁ ଖବର ପାଇଥିଲା ନିଷ୍ଠା ପରିବାର । ସଂଗେ ସଂଗେ ଟିମ୍‌ ନିଷ୍ଠା ପହଞ୍ଚି କାଠ ଯୋଗାଡ କରିବା ସହ ଶବ ସତ୍କାର କରିଥିଲା । ମୃତକଙ୍କ
Read More...

ମଶାରୀ ବଣ୍ଟନ ଓ କରୋନା ଟୀକା ପାଇଁ ପ୍ରସ୍ତୁତ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ପରିସରରେ ବିଡ଼ିଓ ଦେବାଶିଷ ସାମିଲ‌ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ ମାସରେ ଆସୁଥିବା କାର୍ୟ୍ୟକ୍ରମ ମଶାରୀ ବଣ୍ଟନ ଓ କରୋନା ଟୀକାକରଣ ସମେତ ବିଭିନ୍ନ ସାମଗ୍ରୀ ପାଇଁ
Read More...

ଡିସେମ୍ବର ୨୨ରୁ କ୍ରିଷ୍ଣା କପ୍ କ୍ରିକେଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି । ଏଥିପାଇଁ କ୍ରିଷ୍ଣା କ୍ରିକେଟ କ୍ଲବର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତିଲ ସାହୁଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ୨ଶହ ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୧୯ ନୂଆ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବଲାଙ୍ଗିର ଜିଲ୍ଲାରେ ୨ଶହ ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ରିପୋର୍ଟ ଅନୁସାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧୯ ହୋଇଥିବା ବେଳେ ୭୯୮୯ ଜଣ ସୁସ୍ଥତା ଅର୍ଜନ କରି ସାରିଛନ୍ତି । ମାତ୍ର ୧୯୩ ଜଣ
Read More...

ଗୁଜୁରାଟର ଡୁମାସ୍ ବିଚ୍‌ରେ ଭୂତ ଭୟ : କୁହାଯାଏ, ରାତିରେ ଶୁଭେ ବିଚିତ୍ର ‌ସ୍ୱର

ନୂଆଦି‌ଲ୍ଲୀ : ଗୁଜୁରାଟ ଉପକୂଳରେ ଅବସ୍ଥିତ ଡୁମାସ୍ ବିଚ୍ । ଡୁମାସ୍ ବିଚ୍ ସବୁବେଳେ ଚ‌ର୍ଚ୍ଚାରେ ଥାଏ । ବିଶେଷ କରି ପର୍ୟ୍ୟଟକଙ୍କ ପାଇଁ । କାରଣ ଅଧିକ ପର୍ୟ୍ୟଟକ ଏହି ବେଳାଭୂମିକୁ ଉପଭୋଗ କରିବାକୁ ଯାଆନ୍ତି । କିନ୍ତୁ ସ୍ଥାନୀୟ ଲୋକଙ୍କ କଥା ଶୁଣିବା ପରେ ଉପଭୋଗ ମଜା ଛାଡିଯାଏ । ସ୍ଥାନୀୟ
Read More...

କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ ଅପ୍‌ଟିକାଲ ଫାଇବର ସଂଯୋଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : କେରଳର ମୁଖ୍ୟ ଭୂଖଣ୍ଡରେ ଥିବା କୋଚି ଏବଂ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳେ ଅପ୍‌ଟିକାଲ ଫାଇବର ବିଛାଇ ପ୍ରତ୍ୟକ୍ଷ ଦୂରସଂଚାର ସେବା ପ୍ରତିଷ୍ଠା ସଂକ୍ରାନ୍ତ ଏକ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
Read More...

ମହିଳା ଓ ଶିଶୁ କନ୍ୟା ଉପରେ ହିଂସା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଦାବୀ ପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଆଜି ଲୋକ ଉନ୍ନତି ସଙ୍ଗଠନ ସଇଁନ୍ତଲା ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ୱରେ ଆଜି ମହିଳା ଏବଂ ଶିଶୁ କନ୍ୟା ଉପରେ ହେଉଥିବା ହିଂସା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ
Read More...

ଜାନୁୟାରୀ ମାସରେ ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ଵର: କରୋନା ମହାମାରୀ ସଂକ୍ରମଣ ଆଶଂକାରେ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି । ଡିସେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପୂର୍ବରୁ (ଏସଆରସି) ସଙ୍କେତ ଦେଇଥିଲେ । କିନ୍ତୁ କରେନା ବିପତ୍‌ତ୍ତି ଟଳି ନଥିବା ଅନୁମାନ କରାଯାଇ ନୂଆ ବର୍ଷରେ
Read More...