Monthly Archives

November 2020

କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଧାରୋଲ ଗ୍ରାମରେ ତିନି ବର୍ଷ ଧରି ଅନୁଷ୍ଠିତ ହେଉଛି କରମସାନୀ ପୂଜା । ଏ ବର୍ଷ ମଧ୍ୟ କରୋନା କଟକଣାକୁ ଆଖିରେ ରଖି କରମସାନୀ ପୂଜା ଅନୁଷ୍ଠିତ ହୋଇଅଛି । ଏହି ପୂଜାର ପରିଚାଳନା ଦାୟିତ୍ୱରେ ଥିଲେ ଗ୍ରାମର ବହୁତ କରମସାନୀ ପ୍ରେମୀ ।
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର ଫଳାଫଳ ଘୋଷଣା

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅକ୍ଟୋବର ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ତରଫରୁ
Read More...

ଆଗଲପୁର ତହସିଲ କାର୍ୟ୍ୟାଳୟରେ କର୍ମଚାରୀ ଅଭାବ : ହିତାଧିକାରୀ ହନ୍ତସନ୍ତ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଠାରେ ଏକ ତହସିଲ କାର୍ୟ୍ୟାଳୟ ଅଛି । କିନ୍ତୁ ତହସିଲ କର୍ମଚାରୀ ଅଭାବ ହେତୁ ବାରମ୍ବାର ଅଚଳାବ‌ସ୍ଥା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । କାର୍ୟ୍ୟାଳୟରେ ୫୦ ଜଣ କର୍ମଚାରୀ ବଦଳରେ ବର୍ତମାନ ଅଛନ୍ତି ୧୨ରୁ ୧୫ ଜଣ । ଏହି ସମସ୍ୟା
Read More...

ଅଖିଲ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ପକ୍ଷରୁ ୱେବ୍‌ ସଂଗୋଷ୍ଠୀ ଆୟୋଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଲ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମଗ୍ର କୃତି ସଂପର୍କରେ ଏକ ୱେବ୍‌ ସଂଗୋଷ୍ଠୀ ଜିଲ୍ଲା ସଭାପତି ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟଦାରେ ରାଜ୍ୟ ସଭାପତି ଡ. ରମେଶ
Read More...

ବିଦ୍ୟୁତ ଶୁଳ୍କ ବୃଦ୍ଧି ତଥା କୃଷକ, ଶ୍ରମିକ ଓ କର୍ମଚାରୀ ବିରୋଧୀ ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଶାଖାର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି, କୃଷି ଓ କୃଷକ ବିରୋଧୀ ନୀତି ତଥା କରୋନା ମହାମାରୀ
Read More...

ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ସୈନ୍ୟ‌ଙ୍କ ‌ଦ୍ୱାରା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା

ବମାକୋ : ଆଫ୍ରିକାର ମାଲିରେ ଫ୍ରାନ୍ସର ସେନା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଫ୍ରାନ୍ସ ସରକାର କହିଛନ୍ତି ଯେ, ଡ୍ରୋନ୍ ଦ୍ୱାରା ବହୁ ସଂଖ୍ୟକ ମୋଟରସାଇକେଲ ଆରୋହୀ ଆତଙ୍କବାଦୀଙ୍କୁ ଚିହ୍‌ହ୍ନଟ କରାଯାଇଥିଲା ଓ ପରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୫୨ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୬ ଜଣ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୨, ୬, ୧୮, ୧୯, ୨୦ ଓ ୨୧ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ବ୍ଲକ୍‌
Read More...

ଭବାନୀ ଶଙ୍କର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ହିନ୍ଦୀରେ ଟପ୍ପର

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ହିନ୍ଦୀରେ ଟପ୍ପର ହୋଇଛନ୍ତି ଭବାନୀ ଶଙ୍କର ପଟେଲ । ଭବାନୀ ୮.୦୦ ସିଜିପିଏ ରଖି ଏହି ସଫଳତା ହାସଲ କରିଥିିବା ବେଳେ ତାଙ୍କ ସଫଳତା ଯୋଗୁଁ ତାଙ୍କ ପରିବାରରେ ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳି ଯାଇଛି । ତାଙ୍କ ବାପା ଲକ୍ଷ୍ମୀକାନ୍ତ
Read More...

୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ ମିଳୁନାହିଁ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ହରିଡାଟାଲ ଗ୍ରାମର ତୁଲବତୀ ବାଗ (୪୮)ଙ୍କୁ ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ମିଳୁନାହିଁ । ତୁଲବତୀ ବାଗ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀର ମହିଳା । ତାହାର ଗୋଟିଏ ପୁତ୍ର ସୁରେନ୍ଦ୍ର ବାଗ
Read More...

ଭିକ ମାଗିବା ବାହାନାରେ ଚାରିଜଣ ମହିଳା ଲୁଟ୍‌ କରିଥିବା ଅଭିଯୋଗରେ ଗିରଫ୍‌

ନୂଆଦିଲ୍ଲୀ : ଭିକ ମାଗିବା ନାମରେ ଲୋକଙ୍କୁ ଲୁଟ୍‌ କରିଥିବା ଚାରିଜଣ ମହିଳାଙ୍କ ଏକ ଗ୍ୟାଙ୍ଗକୁ ଦକ୍ଷିଣ ଦିଲ୍ଲୀର ହଉଜ ଖାସ୍‌ରୁ ଗିରଫ କରାଯାଇଛି । ଆଜି ପୋଲିସ ଏହି ସୂଚନା ଦେଇଛି । ଅକ୍ଟୋବର ୩୦ ରେ ଏହି ଗ୍ୟାଙ୍ଗ ଦ୍ୱାରା ଲୁଟ ହୋଇଥିବା ୬୪ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା ପୋଲିସ ପାଖରେ
Read More...