Daily Archives

ମନ୍ଥର ଗତିରେ ହେଉଥିବା ଉନ୍ନୟନ କାମକୁ ନେଇ ବଢ଼ୁଛି ଅସନ୍ତୋଷ : ବିଡିଓଙ୍କ କୋଠରୀକୁ ତାଲା ଦେଇ ଆନ୍ଦୋଳନରେ ବସିଲେ…

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ବ୍ଳକରେ ଉନ୍ନୟନ କାମ ଆଖି ଦୃଶିଆ ଭାବେ ଅଗ୍ରଗତି କରୁନାହିଁ । ମୁଖ୍ୟତଃ ୨୦୧୯ ବର୍ଷାରେ ଭାଙ୍ଗିଯାିଥିବା ରାସ୍ତା ମରାମତି କରିବା ପାଇଁ ଆସିଥିବା ଅର୍ଥ ପଡି ରହିଛି । ସରକାରୀ ନିୟମ ଅନୁସାରେ ବିଭାଗୀୟ ଅଧିକାରୀଙ୍କ ନାମରେ କାମ
Read More...

ଏରୋ ଇଣ୍ଡିଆ ୨୦୨୧ ପାଇଁ ମିଡିଆ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ‘ଏରୋ ଇଣ୍ଡିଆ ୨୦୨୧’ର ୧୩ତମ ସଂସ୍କରଣ ବାୟୁସେନା ଷ୍ଟେସନ, ୟେଲାହାଙ୍କା, ବେଙ୍ଗାଲୁରୁ (କର୍ଣ୍ଣାଟକ)ରେ ୦୩ ରୁ ୦୭ ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ହେବ ।ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଗଣମାଧ୍ୟମ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ୦୨ ନଭେମ୍ବର ୨୦୨୦ରୁ ଖୋଲା ଯାଇଛି ।
Read More...

୨୦୧୯ ଅଗଷ୍ଟ ବନ୍ୟା ଯୋଗୁଁ ଚାଷ ଜମିରେ ବାଲି ପୋତି ହୋଇ ଜମି ନଷ୍ଟ ହେବା ଘଟଣା : ସରକାରୀ ସହାୟତା ଦେବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ ଅଗଷ୍ଟ ହୋଇଥିବା ବନ୍ୟାରେ ବର୍ଷା ଯୋଗୁଁ ଚାଷ ଜମି ଉପରେ ପାଣି ମାଡ଼ି ଯିବାରୁ ଚାଷ ଜମି ନଷ୍ଟ ହୋଇଯାଇଛି । ହେଲେ ସରକାରୀ ସହାୟତା ପାଇ ନ ଥିବାରୁ ବାରମ୍ବାର ତହସିଲଦାରଙ୍କ ନିକଟକୁ ଆସି ଅଭିଯୋଗ କରାଯାଉଛି । ତଥାପି କେହି ବି ଶୁଣୁ ନାହାନ୍ତି ବୋଲି
Read More...

ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନାର ମିଆଦକୁ ଆଉ ଏକ ମାସ ବଢାଇଲେ ସରକାର

• ଏହି ଯୋଜନାରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌)ର ମିଆଦକୁ ଆଉ ୧ ମାସ ପାଇଁ ବଢାଇ ଦେଇଛନ୍ତି । ଏହା ଚଳିତ ନଭେମ୍ବର ମାସ ୩୦ ତାରିଖ ଯାଏଁ କିମ୍ବା ଏହି ଯୋଜନାରେ ୩ ଲକ୍ଷ
Read More...