Monthly Archives

August 2020

ପୁଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ସମସ୍ୟାର ତୁରନ୍ତ ସାମାଧାନ ଦାବୀ କଲା କଂଗ୍ରେସ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ପଂଚାୟତ ଅନ୍ତର୍ଗତ ପ୍ରାୟ ସମସ୍ତ ଗାଁରେ ଏ ବର୍ଷ ବର୍ଷା ଅଭାବରୁ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଆଗାମୀ ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିିତି ଅସମ୍ଭାଳ ହୋଇଯିବା ଆଶଙ୍କାରେ କୃଷକମାନଙ୍କର ସମସ୍ୟାର
Read More...

ରାସ୍ତା କଟିବାର ବର୍ଷେ କଟିଲା : ସ୍ଥାୟୀ ମରାମତି ହୋଇ ପାରିନାହିଁ

ଜନସାଧାରଣରେ ତୀବ୍ର ଅସନ୍ତୋଷଚୁଡାପାଲି, (ଦେବରାଜ ନାହାକ) : ଗମନାଗମନର ସୁବିଧା ପାଇଁ ସରକାରଙ୍କ ନିୟମ ଅନେକ । ରାସ୍ତାକଡରେ ସଡକ ସୁରକ୍ଷା, ଜୀବନ ରକ୍ଷା, ଗାଡିର ବେଗ ନିୟନ୍ତ୍ରଣ ଆଦିକୁ ନେଇ ମାଳ ମାଳ ହୋଡିଙ୍ଗ୍ ମଧ୍ୟ ଲାଗିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅନଦେଖା କାରଣରୁ ବର୍ଷ ବର୍ଷ
Read More...

ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ ୨.୧୫ ପ୍ରତିଶତ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ଵସ୍ତରରେ ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି । ମୃତ୍ୟୁହାର ୨.୧୫ ପ୍ରତିଶତରେ ଆଜି (୦୧.୦୮.୨୦୨୦) ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି । ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ
Read More...

ଆଉ ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ୟ୍ୟ ସମୟ ସୀମା
Read More...

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ, ୨୦୨୦ର ଗ୍ରାଣ୍ଡ ଫିନାଲେରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : ଆପଣମାନେ ଏକକୁ ଆରେକ ସମାଧାନ ଉପରେ କାମ କରୁଛନ୍ତି । ଦେଶ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି, ଏଗୁଡ଼ିକ ତା’ର ସମାଧାନ କରିବା ସହିତ ଡାଟା, ଡିଜିଟାଇଜେସନ ଏବଂ ହାଇଟେକ ଫୁ୍ୟଚରକୁ ନେଇ ଭାରତର ଆକାଂକ୍ଷାକୁ ମଧ୍ୟ ମଜବୁତ କରୁଛନ୍ତି ।ସାଥୀଗଣ, ଆମେ ଏ କଥାକୁ ନେଇ
Read More...

କରଣ ସମାଜ ପକ୍ଷରୁ ପୁରାତନ ଜଳାଶୟର ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର: ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ସହରର ବିଭିନ୍ନ ଜଳାଶୟର ସଫେଇ ଓ ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଛି । ସ୍ଥାନୀୟ ନରସିଂହ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଏହି ସଂଗଠନ ଚାରୋଟି ପଯ୍ୟାୟରେ ସଫେଇ କାର୍ଯ୍ୟକ୍ରମ କରିବା ସହିତ ସାରା ସହରର
Read More...

ପିଲାଙ୍କ ଲାଳନ ପାଳନ ଉପରେ ନିର୍ଭର କରେ ତାଙ୍କ ଭବିଷ୍ୟତ

ପିଲାଙ୍କ ଲାଳନ ପାଳନ ଉପରେ ତାଙ୍କ ଭବିଷ୍ୟତ ନିର୍ଭର କରେ । ସେମାନେ ଯାହା ନିଜ ପିତାମାତା ତଥା ପରିବାରର ସଦସ୍ୟମାନଙ୍କ ଆଚରଣରୁ ଶିଖନ୍ତି, ତାହା ହିଁ ତାଙ୍କ ଉପରେ ପ୍ରଖର ଭାବେ ପ୍ରଭାବ ପକାଇଥାଏ । ମନସ୍ତତ୍ତ୍ୱବିଦ୍ମାନେ କୁହନ୍ତି, ନିଜ ପିଲାମାନଙ୍କ ସାମ୍ନାରେ ନିଜକୁ ଯେତିକି ଶୁଦ୍ଧ ଓ
Read More...

ଶୌଚାଳୟ ନିର୍ମାଣରେ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବୀ କଲା ବିଜେପି ଦଳ, ବ୍ଲକ୍ ପ୍ରଶାସନ ଛାନିଆଁ

ସଇଁନ୍ତଲା,୧/୮(ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପାଇଖାନା ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି । ଅର୍ଦ୍ଧନିର୍ମିତ ପାଇଖାନାଗୁଡ଼ିକର ସଂପୂର୍ଣ୍ଣ ବିଲ୍ ଉଠାଇ ନେଇ ମାଲେମାଲ୍ ହୋଇଛନ୍ତି ଯନ୍ତ୍ରୀ ତଥା ଠିକାଦାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି
Read More...

ବଂଚିଛି ମାନବିକତା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହାଂଚାଇଲେ ରେଡକ୍ରସ କର୍ମୀ

ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ସମୟରେ ବାଲାଙ୍ଗିରବାସୀଙ୍କ ପାଇଁ ରେଡକ୍ରସ କର୍ମୀମାନେ ବରପୁତ୍ର ପାଲଟିଛନ୍ତି । କରୋନା ସଚେତାନତା, ରକ୍ତଦାନ, ଅସହାୟ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା ହଉ କି ଅସହାୟ ଦରିଦ୍ରଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ
Read More...

ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ବଲାଙ୍ଗିରରେ ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, ୧/୮ (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା କରୋନା ଯୋଦ୍ଧା ମଧ୍ୟ ସାମିଲ୍ ରହିଥିବା ରିପୋର୍ଟରେ କୁହାଯାଇଛି । ସରକାରୀ ସୂଚନା ଅନୁସାରେ କ୍ଲବପଡ଼ା-୧, ରମାଇଟକିଜ୍ ଛକ୍-୧,
Read More...