Monthly Archives

August 2020

ଡୁଡୁକାଶିରା ଲୁଟ୍ ଘଟଣା : ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ନିପ୍ର) : ବଲାଙ୍ଗିର ଚୁଡାପାଲି ରାସ୍ତା ଡୁଡୁକାଶିରାରୁ ଅଢେଇ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଖର୍ଲିକାନୀର ଦିଲିପ ବଗର୍ତ୍ତି(୩୫), ବାଗଭାଡିର ଗୋପାଳ ବାରିକ (୨୮),
Read More...

କେନ୍ଦ୍ର ସରକାର ଓ ରାଜ୍ୟ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଲେ ନରସିଂହ

ବହୁ ପ୍ରତୀକ୍ଷିତ ଟ୍ରକ ଟର୍ମିନାଲ ଶୀଘ୍ର ହେବ ଆରମ୍ଭ : ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରିବଲାଙ୍ଗିର, (ନିପ୍ର) : ବଲାଙ୍ଗିର ପାଇଁ ବହୁ ପ୍ରତୀକ୍ଷିତ ଟ୍ରକ୍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି । ଏଥିପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା
Read More...

ଜାଣି ନାହାନ୍ତି ଗଣତନ୍ତ୍ରର କଥା, ପାଇ ନାହାନ୍ତି ସାର୍ବଭୌମ ଅଧିକାର

୭୦ ବର୍ଷ ପରେ ବି ଝରା ପରିବାର ପାଖରେ ପହଂଚି ନାହିଁ ସରକାରଖପ୍ରାଖୋଲ, (ଅଜିତ ପୁରୋହିତ) : ପିଢ଼ି ପରେ ପିଢ଼ି, କେତେ ଯେ ପିଢ଼ି ଖୋଲା ଆକାଶ ତଳେ ଜୀବନ ବିତାଇଛନ୍ତି । ଦୀର୍ଘ ୪୦ ବର୍ଷ ହେବ ଏହି ପରିବାରର ଚତୁର୍ଥ ପିଢି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ଅସ୍ଥାୟୀ ଭାବେ
Read More...

ବିଜେଡି ଯୁବ ନେତାଙ୍କ ପ୍ଲାଜମା ସଂଗ୍ରହ ଅଭିଯାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ରାଜ୍ୟ ଶାସନାଧୀନ ରାଜ୍ୟ ବିଜେଡି ଦଳ ପକ୍ଷରୁ କରୋନା ରୋଗୀଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ସାରା ରାଜ୍ୟରେ ପ୍ଲାଜମା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ନେତା
Read More...

ସାଧୁପାଲିରେ ସରକାରୀ ଆବାସ ଯୋଜନା ଫେଲ୍, ତାଲିକାରେ ଥାଇ ବି ହିତାଧିକାରୀ ବଂଚିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ପଂଚାୟତ ଅଧୀନସ୍ଥ ସାଧୁପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫେଲ ମାରିଥିବା ଜଣାଯାଇଛି । ଗ୍ରାମର ବହୁ ଗରିବ ଯୋଗ୍ୟ ହିତାଧିକାରୀ ତାଲିକାରେ ଥାଇ ମଧ୍ୟ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ମିଲିଥିବା ସୂଚନା
Read More...

ଆଜି ଦିନ ୩ଟାରେ ରିଲିଜ୍ ହେବ ‘ରାକ୍ଷୀ’

ବଲାଙ୍ଗିର, (କେପିଏନ୍ଏସ୍) : ଭାଇ ଭଉଣୀର ଅତୁଟ ବନ୍ଧନକୁ ନେଇ ଜେବି ଫିଲ୍ମସ୍ ଦ୍ୱାରା ରିଲିଜ୍ ହେବାକୁ ଥିବା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଜିତ୍ର ‘ରାକ୍ଷୀ’ ଆଜି ଅପରାହ୍ନ ୩ ଟାରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଶୋକ ଦୀପ ନିଦେ୍ର୍ଧଶନା ଦେଇଛନ୍ତି । କାହାଣୀକୁ ସାଗର କୁମାର ପ୍ରସ୍ତୁତ
Read More...

୨ ସେପ୍ଟେମ୍ବରରୁ ସତ୍ୟମେବ ଜୟତେ-୨ର ସୁଟିଂ ଆରମ୍ଭ

କେପିଏନ୍ଏସ୍ : ସତ୍ୟମେବ ଜୟତେ-୨ର ସୁଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ବଲିଉଡର ଜଣାଶୁଣା ନାୟକ ଜନ୍ ଆବ୍ରାହମ୍ । ସତ୍ୟମେବ ଜୟତେ-୨ ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ ଓ ଦିବ୍ୟା କୁମାର ଅଭିନୟ କରୁଛନ୍ତି । ଏହି ଚଳଜିତ୍ରର ସୁଟିଂ ଏପ୍ରିଲ ୧୦ରେ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ
Read More...

ଆଜି ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୨/୮: କରୋନାର ଭୟାବହତା ଘୋଟି ଚାଲିଛି । ରାଜ୍ୟରେ ଆଜି ୧୪୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ରୁ ୮୮୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୪୫ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪,୭୩୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, ୨/୮: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪,୭୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ କରୋନାର ଭୟାବହତା କାୟା ବିସ୍ତାର କରୁଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୮୫୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩କୁ
Read More...

ଆଗଲପୁର ବ୍ଲକର ଛାତ୍ରଛାତ୍ରୀଙ୍କ ସଫଳତା

ଆଗଲପୁର, (ଦେବାଶିଷ ମିଶ୍ର) : ଚଳିତ ୨୦୧୯-୨୦ ଶିକ୍ଷା ବର୍ଷର ମାଟ୍ରିକୁଲେସନ ପରୀକ୍ଷା ଫଳ ଗତ ବୁଧବାରରେ ପ୍ରକାଶିିତ ହୋଇଛି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର ୩୬୪ଟି ହାଇସ୍କୁଲରୁ ୧୫୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୨,୫୫୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୬୩୬୭ଟି
Read More...