Browsing Tag

vigilance

ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ

ନୂଆପଡା, (କେପିଏନ୍‌ଏସ୍‌) : ୪୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଦିନ ଧରାପଡିଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଏକ ଶ୍ରମିକ ଏଜଣ୍ଟ ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କ
Read More...