Browsing Tag

uttarakhanda news

ଜୁନ୍‌ ୨୨ ଯାଏ ଉତ୍ତରାଖଣ୍ଡରେ ବଢିଲା କରୋନା କର୍ଫ୍ୟୁ

ଉତ୍ତରାଖଣ୍ଡ : ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି ଉତ୍ତରାଖଣ୍ଡ ସରକାର । ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିବା ବେଳେ ଆସନ୍ତା ଜୁନ୍‌ ୨୨ ଯାଏ ପୁଣି କର୍ଫ୍ୟୁକୁ ବୃଦ୍ଧି କରାଯାଇଛି । ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ
Read More...