କାମ କରିବା ବେଳେ କରେଣ୍ଟ ଲାଗି ହାତ ହରାଇଥିବା ଗଣନାଥକୁ ମିଳୁନି ଭତ୍ତା
ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ.ର ଗଣନାଥ ମଲିକ(୪୫) ନାମକ ଜଣେ ଆଦିବାସୀ ସଂପ୍ରଦାୟର ଯୁବକ କାମ କରିବା ବେଳେ ହାତ ହରାଇ ଅକ୍ଷମ ହୋଇଯାଇଥିଲେ ବି ସେ ବିକଳାଂଗ ଭତ୍ତା ପାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଣନାଥ କୁଲି ମଜୁରି କାମ କରି ନିଜର ପରିବାର ଭରଣ!-->…
Read More...
Read More...