ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରି ନାରାବାଜି
ତୁରେକେଲା, (ପିତାମ୍ବର ଦୀପ) : ଗତ କିଛି ଦିନ ତଳେ ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଳିଥିବା ବେଳେ ମଙ୍ଗଳବାର ଏସ୍ସି, ଏସ୍ଟି ମିଳିତ ମଞ୍ଚ ପକ୍ଷରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସନ୍ଧ୍ୟା!-->…
Read More...
Read More...