Browsing Tag

Titlagarh news

ରାଜ୍ୟସ୍ତରୀୟ ଡିସକସ ଥ୍ରୋ ପ୍ରତିଯୋଗିତାରେ ସିଲଭର ମେଡାଲ ପାଇ ଜାତୀୟସ୍ତରକୁ ଉନ୍ନୀତ ହେଲେ ତୃଷ୍ଣା ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ସ୍କୁଲ ଭିତରୁ ପ୍ରଭାବତୀ ପବ୍ଲିକ ସ୍କୁଲ ଅନ୍ୟତମ । ଏହି ସ୍କୁଲରେ ପଢୁଥିବା ଛାତ୍ରୀ ତୃଷ୍ନା ବେହେରା ଭୁବନେଶ୍ୱର କୀଟସ ଇଣ୍ଟର ନେସନାଲ ସ୍କୁଲ ଠାରେ ଆୟୋଜିତ ୧୭ ବର୍ଷରୁ କମ ରାଜ୍ୟସ୍ତରୀୟ ଡିସକସ ଥ୍ରୋ ପ୍ରତିଯୋଗିତାରେ ସିଲଭର
Read More...

ଅଦାବାହାଲ ଗ୍ରାମପଞ୍ଚାୟତର ରିତେଶ ବଛାଙ୍କୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହେଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅଦାବାହାଲ ଗ୍ରାମପଞ୍ଚାୟତ ଚାଣ୍ଟିପଲା ଗ୍ରାମର କୃପାସିନ୍ଧୁ ବଛା ଓ ମୋହିନୀ ବଛାଙ୍କ ପୁଅ ରିତେଶ ବଛା ହରିୟାଣା ଠାରେ ଆୟୋଜିତ ହେଉଥିବା ୩୨ତମ ଜାତୀୟସ୍ତରୀୟ ଜୁନିଅର ଟେନିସ ବଲ, କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଟିମରେ ସାମିଲ
Read More...

ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ ପକ୍ଷରୁ ଡାକ୍ତରଖାନା ସମ୍ମୁଖରୁ ଉଠାଗଲା ଗଛ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବର୍ଷା ହେବା ଯୋଗୁଁ ଟିଟିଲାଗଡ ସରକାରୀ ଡାକ୍ତରଖାନା ଗେଟ ସମ୍ମୁଖରେ ଥିବା ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ କିଛି ଦିନ ହେବ ଗୋଟିଏ ଗେଟ ବନ୍ଦ ହୋଇଯାଇଥିଲା । ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ଲୋକେ ହେଉଥିଲେ । ଆମର ଖବର ପ୍ରକାଶନ
Read More...

ସ୍କେଟିଂ ପ୍ରତିଯୋଗିତାରେ ଜାତୀୟସ୍ତରକୁ ଉନ୍ନୀତ ହେଲେ ପ୍ରଭାବତୀ ପବ୍ଲିକ ସ୍କୁଲର ଆକ୍ରିତି ଅରୁଣିମା ପାତ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଛତିଶଗଡ ରାୟପୁର କ୍ରିଷ୍ଣା ପବ୍ଲିକ ସ୍କୁଲ ସରୋନା ଠାରେ ସିବିଏସଇ ଇଷ୍ଟ ଜୋନ ସ୍କେଟିଂ ପ୍ରତିଯୋଗିତା ୧୩ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ସ୍କେଟିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଟିଟିଲାଗଡ଼ ପ୍ରଭାବତି
Read More...

କ୍ଲଷ୍ଟର୍ (ଦ୍ଵିତୀୟ )ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଓମଭେଲି ବିଦ୍ୟାଳୟର ସଫଳତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଯାଉଛି । ଏଣୁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଶାରୀରିକ ବ୍ୟାୟାମ ଅନିବାର୍ଯ୍ୟ ହୋଇପଡିଛି । ମାନସିକ ସ୍ଥିରତା, ଶାରୀରିକ ସୌଷ୍ଠବ ଏବଂ ନୀରୋଗ ଶରୀର
Read More...

ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପାଇଁ ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା
Read More...

ସରକାରୀ ଡାକ୍ତରଖାନା ପରିସରରେ ଗଛ ପଡିବା ଯୋଗୁଁ ଯିବା ଆସିବାରେ ଅସୁବିଧା : ସାଧାରଣରେ ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନାର ୨ ଟି ଗେଟ ରହିଥିବା ବେଳେ କିଛି ଦିନ ପୂର୍ବେ ବର୍ଷା ଯୋଗୁଁ ୧ ବଡ଼ ଗଛ ଭାଙ୍ଗି ଆହାର କେନ୍ଦ୍ର ସମ୍ମୁଖରେ ଥିବା ଗେଟ ପାଖରେ ପଡ଼ି ଯାଇଥିଲା । ଗଛକୁ କାଟି ଭିତର ପଟେ ରଖାଯାଇ ଥିବା ବେଳେ ଆଜି ଯାଏଁ ସଫା କରାଯାଇନି ।
Read More...

ଟିଟିଲାଗଡ଼ ଓମ ଭ୍ୟାଲି ଜୁନିଅର ୱିଙ୍ଗସରେ ଜୁନିଅର ଟେଲେଣ୍ଟ ଫେଷ୍ଟ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସର୍ଗିଗୁଡ଼ା ସ୍ଥିତ ଓମ ଭ୍ୟାଲି ଜୁନିଅର ଶାଖା ପରିସରରେ ରବିବାର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ୱିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ତଥା ଦେଶରେ ମହିଳାମାନଙ୍କ ପ୍ରତି ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହିପରି ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା ଭିଆଇଛନ୍ତି ଜଣେ ସ୍କୁଲ ଶିକ୍ଷକ । ପ୍ରାପ୍ତ ସୁଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ପରସରା ପଞ୍ଚାୟତର
Read More...

ଟିଟିଲାଗଡ଼ରେ ଧୁମ୍‌ଧାମ୍‌ରେ ପାଳନ ହେଲା ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଟିଟିଲାଗଡ଼ ସହରର ଠିକାଦାର ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିର, ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ବହୁତ ସୁନ୍ଦର ଆୟୋଜନ କରାଯାଇଥିଲା । ଠିକାଦାରପଡ଼ା
Read More...