ପାଣିରେ ପଡି ଦୁଇ ଝିଅ ମୃତ
ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରରେ ଅପଘଟଣ । ଟିଟିଲାଗଡ ସହର ବହିଦାର ପଡା ନାଳରେ ଦୁଇ ଶିଶୁ ପଡି ମୃତ୍ୟୁ ବରଣ କରିଛନ୍ତି । ଓକିଲ ସଞ୍ଜୀବ ପାଢ଼ୀଙ୍କ ଝିଅ ଶ୍ରଦ୍ଧା ପାଢ଼ୀ ଓ ହାଟପଦା ମଧ୍ୟରେ କିରାଣି ଦୋକନ୍ ଦେଇଥିବା ସରୋଜ ରଥଙ୍କ ଝିଅ ରାଖୀ ରଥ ଖେଳିବା ପାଇଁ ଯାଇଥିବା ସମୟରେ!-->…
Read More...
Read More...