Browsing Tag

titilagarh news

ଜାଲ ନୋଟ୍‌ କାରବାର ଘଟଣାରେ ଟିଟିଲାଗଡ ପୋଲିସର ଚଢାଉ : ଚାରି ଜଣ ଗିରଫ ଓ କୋର୍ଟ ଚାଲାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଅଞ୍ଚଳରେ ଜାଲ ନୋଟ୍‌ କାରବାର ହେଉଥିବା ଖବର ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କୁ ଅବଗତ କରାଇବା ପରେ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ
Read More...

ଅସରାଏ ବର୍ଷାରେ ରାସ୍ତା ଉପରେ ଜମିଲା ପାଣି : ୱାର୍ଡ ନମ୍ବର ୧୪ର ଅବ୍ୟବସ୍ଥା ବୁଲି ଦେଖିଲେ ଟିଟିଲାଗଡ ପୌର ଅଧ୍ୟକ୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ମଧ୍ୟ ପାସ ହୋଇଛି । ପରିତାପର ବିଷୟ ରବିବାର ରାତିରେ ଅସରାଏ ବର୍ଷା ଯୋଗୁଁ ସହରର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାମାନଙ୍କରେ ପାଣି ଜମା ହୋଇ
Read More...

ହିନ୍ଦୁସ୍ତାନ ଗ୍ରୁପର ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଦେହାନ୍ତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ନିବାସୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଗତକାଲି ରାତି ୧୦ରେ ନିଜ ବାସ ଭବନରେ ଦେହାନ୍ତ ହୋଇଛି ବୋଲି ପରିବାର ପକ୍ଷରୁ ସନ୍ତୋଷ କୁମାର କେଜ୍ରିୱାଲ ସୂଚନା ପ୍ରଦାନ କରିଛନ୍ତି । ହିନ୍ଦୁସ୍ତାନ ଗ୍ରୁପ ଅଫ କମ୍ପାନୀର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ
Read More...

ଟିଟିଲାଗଡ ଗୋବିନ୍ଦ ବାଟିକାଠାରେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ କି ବାତ କାର୍ଯ୍ୟକ୍ରମ ଟିଟିଲାଗଡ ଗୋବିନ୍ଦ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ଵାଗତ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ୧୪ ନମ୍ୱର ୱାର୍ଡର ଜାମ୍‌ ଥିବା ନାଳ ହେଲା ସଫା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ହେଉଛି ମୌଳିକ ସୁବିଧା ତା'ସାଙ୍ଗକୁ ସହରର ବିକାଶ କାର୍ଯ୍ୟ ଅନ୍ୟତମ । ସହରକୁ ସଫା ସୁତୁରା ରଖିବା ପୌରପରିଷଦର ଦାୟିତ୍ଵ । ଗତକାଲି ଆମେ ୱାର୍ଡ ନମ୍ବର ୧୪ରେ
Read More...

ନାଳ ଜାମ୍‌ ହେବା ଯୋଗୁଁ ରାସ୍ତାରେ ଗଡୁଛି ଅସନା ପାଣି : ସାଧାରଣରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ଦ୍ୱାରା ସହରର ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ସେ ଭିତରେ ସହରର ସୌନ୍ଦର୍ଯ୍ୟକରଣ, ପାନୀୟ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ ଅନ୍ୟତମ । ଟିଟିଲାଗଡ ସହର ଅନ୍ତର୍ଗତ ୱାର୍ଡ ନମ୍ବର ୧୪ର ଗୋଶାଳା ଯିବା ରାସ୍ତାରେ
Read More...

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳର ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସଂକୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷ ସଂକୁଳ ପ୍ରମୁଖ ସଞ୍ଜିବ କୁମାର ମିଶ୍ର ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ
Read More...

କୁମୁଡ଼ାରୁ କତରକେଲା କେନାଲ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଖାସ କରି ଗମନାଗମନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ପଛ ପଟେ ଯାଇଥିବା କୁମୁଡ଼ା ଠାରୁ କତରକେଲା ଯାଏଁ ରାସ୍ତା ଅବସ୍ଥା
Read More...

ତୃତୀୟ ପର୍ଯ୍ୟାୟରେ 5T ସ୍କୁଲ ରୂପାନ୍ତରଣ ଉଦ୍‌ଘାଟନ ଅବସରରେ କୁଶକେଲା ପଞ୍ଚାୟତର ୨ଟି ସ୍କୁଲ ଲୋକାର୍ପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ଲିମପଡା ଓ କୁଶକେଲା ଗ୍ରାମର ୨ଟି 5T ସ୍କୁଲର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍‌ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । କୁଶକେଲା ପଞ୍ଚାୟତରେ ୨ଟି 5T ସ୍କୁଲ
Read More...

ଟିଟିଲାଗଡ ମୁଡ଼ାବନ୍ଧ ସଫା କରାଇଲେ ପୌରାଧ୍ୟକ୍ଷା : ଅଳିଆ ଆବର୍ଜ୍ଜନା ନ ଫିଙ୍ଗିବାକୁ କଲେ ଆହ୍ୱାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ଠାରେ ଥିବା ମୁଡାବନ୍ଧର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଥିଲା । ଲୋକଙ୍କ ଅଭିଯୋଗ ପାଇ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ୱାର୍ଡ ମେମ୍ବର ମନୋଜ ଜୈନ ଏବଂ ପୌର ପରିଷଦ
Read More...