ଇବ ନଦୀରେ ଭାସି ଯାଇଥିଲେ ଯୁବକ : ମାୟାବାହାଲ ଡୁଙ୍ଗାଘାଟରୁ ମୃତଦେହ ଉଦ୍ଧାର
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ କନାକୁଣ୍ଡ ନିକଟ ଇବ ନଦୀରେ ଭାସି ଯାଇଥିଲେ ଯୁବକ । ପ୍ରାୟ ୪୦ ଘଣ୍ଟା ପରେ ଯୁବକଙ୍କ ମୃତଦେହ ମାୟାବାହାଲ ଡୁଙ୍ଗାଘାଟ ନିକଟରୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଗତ ବୁଧବାର ଦିନ ସମ୍ବଲପୁର ଜିଲ୍ଲା ବାମଡା ବ୍ଲକ ଅନ୍ତର୍ଗତ!-->…
Read More...
Read More...