୧୮ରୁ ୫୯ ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ ବୁଷ୍ଟର ଡୋଜ ଟୀକା ପ୍ରଦାନ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଦେଶରେ କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ପାଉଥିବାରୁ ଅଦ୍ୟ ତା୧୫/୦୭/୨୨ଠାରୁ ୭୫ ଦିନିଆଁ ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲାର ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ର ଗୁଡିକରେ ୧୮ରୁ ୫୯ ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ-୧୯ ବୁଷ୍ଟର ଡୋଜ ଟୀକା ପ୍ରଦାନ!-->…
Read More...
Read More...