ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା : ସୋନପୁର ଆଇଟିଆଇ ଠାରେ କାର୍ୟ୍ୟକ୍ଷମ…
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ରାଜ୍ୟରେ ବର୍ତମାନ କରୋନାର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧି ହେଉଥିବାର ପରିଲକ୍ଷିତ ହେଉଛି । ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ!-->…
Read More...
Read More...