Browsing Tag

santaiala news

ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତିଙ୍କ ପତ୍ନୀ ତଥା ସଇଁନ୍ତଲା ପୂର୍ବତନ ସରପଂଚ ଶାନ୍ତିଲତା ସିଂ ଭୋଇଙ୍କ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତିଙ୍କ ପତ୍ନୀ ତଥା ସଇଁ‌ନ୍ତଲା ପୂର୍ବତନ ସରପଞ୍ଚ ଶାନ୍ତିଲତା ସିଂ ଭୋଇଙ୍କ ୬୭ ବର୍ଷରେ ପରଲୋକ ଘଟିଛି । ତେବେ ସଇଁ‌ନ୍ତଲା ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଏହି ଧର୍ମ ପରାୟଣ ମହିଳା ।
Read More...