Browsing Tag

samblpur news

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର

ସମ୍ବଲପୁର : ଉତ୍ତରାଞ୍ଚଳ ନୂତନ ପୋଲିସ ଡିଆଇଜି ଭାବେ ରବିବାର ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଦୀପକ କୁମାର । ଆଜି ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜର ୫ଟି ଜିଲ୍ଲାର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଆଇଜି ନରସିଂହ ଭୋଳଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୀପକ କୁମାର । ସେଣ୍ଟ୍ରାଲ
Read More...

ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ସୁରକ୍ଷା କର୍ମୀଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କଲା…

ସମ୍ବଲପୁର : ଚାରିଦିନ ପୂର୍ବରୁ ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ମେଡିକାଲରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଆଜି ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ଜଣକ ହେଲେ ବୁର୍ଲା ସ୍ଥିତ ଗାନ୍ଧୀ ପଡାର ସହଦେବ ସାହୁ । ସହଦେବ ଚାରିଦିନ
Read More...