ମାଟ୍ରିକ ପରୀକ୍ଷାରେ ୯୧% ରଖିଲେ ପୂର୍ବତନ ସରପଞ୍ଚଙ୍କ ପୁଅ ଚନ୍ଦନ
ସଇଁତଲା, (ଖୁସିରାଣୀ ସାହୁ) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଗାଁର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ଉମାକାନ୍ତ ରଣାଙ୍କ ପୁଅ ଚନ୍ଦନ ରଣା!-->…
Read More...
Read More...