Browsing Tag

saintala news

ବିବିନାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି : ଆବାସ ଯୋଜନା ଓ ରାସନ୍‌ କାର୍ଡ ହିତାଧିକାରୀଙ୍କ ଯୋଜନାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବିନା ଅସ୍ଥାୟୀ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣିରେ ଗତ ୨୦୨୨-୨୩
Read More...

ନୂଆଁମୁଣ୍ଡାରେ ଅଭାବନୀୟ ଘଟଣା : ଘର ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର

ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଜୁରାବନ୍ଦ ପଞ୍ଚାୟତ ସ୍ଥିତ ନୂଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗତ ଶନିବାର ଦିନ ଲଗାଣ ବର୍ଷାରେ ଘର ଭୁଶୁଡି ପଡି ଗୋଟିଏ
Read More...

ଶଳାର ପତ୍ନୀଙ୍କୁ ଦୁଷ୍କର୍ମ କରି ଭିଣେଇ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧୀନରେ ଜୈନିକା ନବବଧୂ ମହିଳାଙ୍କୁ ତାଙ୍କ ସ୍ୱାମୀର ଭିଣେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ୍‌ ନଂ ୩୦୫/୨୪ କ୍ରମେ ଦଫା ୪୯୮(ଏ), ୨୯୪, ୩୭୬(୧), ୩୨୩, ୫୦୬, ୩୪ ଆଇପିସି, ୪
Read More...

ପୂଜା ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା : ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଜୟଗୁରୁ ମନ୍ଦିରରୁ ପୂଜାସାରି ସନ୍ଧ୍ୟାରେ ଘରକୁ ନିଜ ବାଇକ୍‌ ଯୋଗେ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ଅନ୍ୟ ଏକ ବାଇକ୍‌ ଧକ୍କା ଦେବା ଦ୍ୱାରା ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କ ନାମ ଗୋବିନ୍ଦ ଦାସ
Read More...

ସଇଁତଲା ଗାୟତ୍ରୀ ପୀଠରେ ଗୁରୁ ପୂର୍ଣ୍ଣିମା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗାୟତ୍ରୀ ପୀଠ ଠାରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକକୁଣ୍ଡୀୟ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ପ୍ରଦୀପ କୁମାର ଜାଲ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଯୋଗଦାନ କରିଥିବା ବେଳେ ସୁଶାନ୍ତ ମାଝି ପୂଜା
Read More...

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ଆଇସିଡିଏସ୍‌ ବିଭାଗର ବେଖାତିର ମନୋଭାବ : ବେଲଗାଁ ପରେ ଭଦ୍ରାକୁ ମଧ୍ୟ ଆସିଲେଣି…

ସଇଁତଲା, (ପ୍ରମୋଦ ସେଲମା) : ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ କେତେକ ବିଭାଗ ବେଖାତିର କରି ଶୁଣାଣିକୁ ଯାଉ ନଥିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଉଛି । ଏଭଳି ଏକ
Read More...

ଟଙ୍କା ଓ ବାଇକ୍‌ ଲୁଟ୍‌ ଅଭିଯୋଗରେ ୨ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କ ଠାରୁ ଟଙ୍କା ଓ ବାଇକ୍‌ ଲୁଟ୍‌ ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ୍‌ ନଂ ୨୧୯/୨୪ ଅନୁସାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୯(୬) , ୩(୫) ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ
Read More...

କନ୍ଧକେଲଗାଁ ସେକ୍ସନରେ ଅବାଧରେ ବନ୍ୟଜନ୍ତୁ ଶୀକାର : ୧୫ ଦିନ ପରେ ମଧ୍ୟ ବନବିଭାଗ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ବନପାଲ ଓ ବନ୍ୟଜନ୍ତୁ ଶିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲରେ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଛି । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଇଁତଲା
Read More...

ବ୍ଲକସ୍ତରୀୟ ଶାରୀରିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବାର୍ଷିକ ସମ୍ବିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ବାର୍ଷିକ ସମ୍ବିଳନୀ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ
Read More...

ବେଲଗାଁରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନଶୁଣାଣି ଅଭିଯୋଗ : ଆବାସ ଯୋଜନା ଓ ପିଡିଏସ୍‌ ବହୁ ହିତାଧିକାରୀ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣିରେ ଅଧିକାଂଶ ଆବାସ ଯୋଜନା ଓ
Read More...