ସଇଁତଲାରେ ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ଉଦ୍ଯାପିତ : ୩ ଜଣ ଛାତ୍ରଛାତ୍ରୀ ପୁରସ୍କୃତ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହଯୋଗରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜକରେ ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ୨୦୨୪-୨୫ ଉଦ୍ଯାପିତ ହୋଇଯାଇଛି । ଏହାର ଉଦ୍ଯାପନୀ ଉତ୍ସବରେ!-->…
Read More...
Read More...