ଆଳୁ ସଙ୍କଟ ଦୂର କରିବା ପାଇଁ ସଇଁତଲାରେ ଚାଷୀଙ୍କୁ ବିହନ ବଣ୍ଟନ
ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ଚଳିତ ବର୍ଷ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ଉଦ୍ୟାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ କୃଷି ଅଧିକାରୀ ଲଲାଟ କିଶୋରୀ ବାଗଙ୍କ ଉପସ୍ଥିତରେ ଆଳୁ ବିହନ!-->…
Read More...
Read More...