Browsing Tag

rourkela news

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟଠାରେ ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା
Read More...

ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଦିକବି ସାରଳା ଦାସ, ଶାରଳା ସାହିତ୍ୟ ଓ ଶାରଳା ଠାକୁରାଣୀଙ୍କ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତ ଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ
Read More...

ତାଳଚେର ବିମଳାଗଡ ରେଳ ପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ ବହୁ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଦେବଗଡ ଜିଲ୍ଲାର ତୃଟିପୂର୍ଣ୍ଣ ଜମିଜମା ରେକର୍ଡ ଏଦିଗରେ ବାଧକ ସାଜିଥିବା ଜଣାପଡ଼ିଛି
Read More...

ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ଜନନୀ ସମ୍ପର୍କ ଅଭିଯାନ

ରଘୁନାଥପାଲି (ସସ୍ମିତା ପ୍ରଧାନ) : ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ଅବସରରେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆରମ୍ଭ କରିଛନ୍ତି ଜନନୀ ସମ୍ପର୍କ ଅଭିଯାନ । ବାସନ୍ତୀ ମା'ଙ୍କ ନବରାତ୍ର ଆରମ୍ଭରେ ସେହି ମା' ଓ ଭଉଣୀଙ୍କ ନିକଟରେ ପହଞ୍ଚି ସାମାଜିକ
Read More...

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦ୍‌ଯାପନୀ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଉଦ୍‌ଯାପନୀ ସନ୍ଧ୍ୟା ବାସନ୍ତିକା ସାହିତ୍ୟ ସମାରୋହକୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡା. ଶୁଭଙ୍କର ମହାପାତ୍ର ତଥା ବରେଣ୍ୟ ଅତିଥି
Read More...

ବସନ୍ତ ସମାରୋହର ତୃତୀୟ ସଂଧ୍ୟା

ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୃଷ୍ଟ କରିଛି ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଏକ ଚେତନା । ଜୀବନକୁ ଆନନ୍ଦମୟ କରିବାର ଏକ ମାଧ୍ୟମ । ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୃଷ୍ଟ କରିଛି । ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର
Read More...

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ
Read More...

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଏକ ଋତୁ ନୁହେଁ, ଏହା ପ୍ରେମ ପ୍ରଣୟର ଋତୁଟିଏ, ଉତ୍ସାହ ଉଦ୍ଦୀପନାର ଋତୁଟିଏ, ଜୀବନକୁ ରଙ୍ଗମୟ ଆଉ ସ୍ୱପ୍ନମୟ କରୁଥିବା ଋତୁଟିଏ । କବିମାନଙ୍କ ପାଇଁ ଖାସ୍ ବସନ୍ତ ଋତୁ ହିଁ ମରୁଭୂମିରେ ମରୁଝର ପରି ପ୍ରତୀୟମାନ ହୋଇଥାଏ । ଏହା ଥିଲା ବସନ୍ତ କବିତା
Read More...

ରାଉରକେଲା ବିକାଶ ମଞ୍ଚର କ୍ଷୋଭ ଓ ଚେତାବନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ହକି ବିଶ୍ୱକପ-୨୦୨୩ର ଆୟୋଜନ କରିବା ଦ୍ୱାରା ରାଉରକେଲା ସମଗ୍ର ବିଶ୍ୱରେ ପରିଚୟ ହାସଲ କରି ପାରିଛି, ତଥା ୧୯୬୦ ମସିହାରୁ ଚାଲୁଥିବା ରାଉରକେଲା ଏଆରଷ୍ଟ୍ରିପରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ
Read More...

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଶିଷ୍ଟ କଳା ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ ସର୍କଲ' ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ, ଅନୁଷ୍ଠାନ ଦ୍ଵାରା ପରିଚାଳିତ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ତଥା ସ୍ପ୍ରିଂ ଭେଲି ଶିଶୁ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବକୁ
Read More...