ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ପରଲୋକ
ରାଉରକେଲା, (କେପିଏନ୍ଏସ୍) : ଗତକାଲି ସନ୍ଧ୍ୟା ୮ଟା ସମୟରେ ବନେଇକଳା ହାଇସ୍କୁଲର ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ପୂର୍ବତନ ସେନା କର୍ମଚାରୀ, କ୍ରୀଡାପ୍ରେମୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ତଥା ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ଜନ୍ମ!-->…
Read More...
Read More...