Browsing Tag

rourakela news

ବୀରମିତ୍ରପୁର ବିଏସ୍‌ଏଲ୍‌ର ସ୍ଥିତି ସନ୍ଦିହାନ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ବିଶ୍ରା ଷ୍ଟୋନ ଓ ଲାଇମ କମ୍ପାନୀର ଲାଇମଷ୍ଟୋନ ଓ ଡେଲାମାଇଟ ଖଣି ପ୍ରାୟ ୧୦୦ରୁ ଅଧିକ ବର୍ଷ ହେବ ଚାଲିଆସୁଛି । ୧୯୧୦ ମସିହାରୁ ଏହା ଆରମ୍ଭ କରାଯାଇଥିଲା । ସେତେବେଳେ ଏହା ବାର୍ଡ ଆଣ୍ଡ କେ ଲିମିଟେଡ ଅଧିନରେ ଥିଲା । କ୍ରମେ ଭାରତ
Read More...

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କିତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ନିଃଶୁଳ୍କ ଆକ୍ୟୁପ୍ରେସର ସେଣ୍ଟର୍ ରାଉରକେଲାର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କିତ ତ୍ରିଦିବସୀୟ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ ହୋଇଯାଇଛି । ସେକ୍ଟର ୨ସ୍ଥିତ ଗାୟତ୍ରୀ ପୀଠ ଠାରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାରନନ୍ଦ ସରସ୍ଵତୀ
Read More...

ପୁଷପୁନି ଭେଟଘାଟ ଉତ୍ସବ ଆୟୋଜିତ

ରାଉରକେଲା : ମା’ ସମଲେଶ୍ୱରୀ (ଗୁଡି) ମନ୍ଦିର କମିଟି ପକ୍ଷରୁ ପ୍ରଥମ ଥର କରି ସେକ୍ଟର-୧୭ ଟାଟା ଖେଳ ପଡିଆ ଠାରେ ପୁଷପୁନି ଭେଟଘାଟ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ । ଏହି ପୁଷପୁନି ଉତ୍ସବ ହେଲା ପଶ୍ଚିମ
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ବିଭିନ୍ନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଶିଶୁ ଶିବିର, ବାଲ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଅଧ୍ୟକ୍ଷତା ଓ ଶିଶୁ ମନ୍ଦିରର ସମ୍ପାଦକ
Read More...

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ଜାତୀୟ ଯୁବ ଦିବସ ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ବିଶିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୁଖ୍ୟବକ୍ତା
Read More...

ୟୁଥ୍ ହଷ୍ଟେଲର ୪୬ତମ ବାର୍ଷିକୋତ୍ସବ ସମ୍ପନ୍ନ

ଏକ ସୁସ୍ଥ ସୁନ୍ଦର ସବୁଜ ରାଉରକେଲା ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ଅବସରରେ ୟୁଥ୍ ହଷ୍ଟେଲ ଅଫ୍ ଇଣ୍ଡିଆ ରାଉରକେଲାର ୪୬ତମ ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ୭୫ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ
Read More...

ସଚେତନ ନାଗରିକ ମଞ୍ଚର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଗଣ ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନ ଠାରେ ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ କରିଥିଲେ । ମଞ୍ଚର ସଭାପତି ଇଂ
Read More...

ବାଲ ସୁଧାର ଗୃହରେ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସ୍ଵାସ୍ଥ୍ୟ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ): ଦ ହ୍ୟୁମାନିଟି ଫାଉଣ୍ଡେସନ୍ ଦ୍ଵାରା ବାଲ ସୁଧାର ଗୃହରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଜେଲ୍ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ଓ ସମାଜସେବୀ ଅନିତା ଅଗ୍ରୱାଲ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ,
Read More...

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ସେକ୍ଟର-୭ ସ୍ଥିତ ମଧୁ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ
Read More...

ଯୁବଦୋୟ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସରେ ରକ୍ତଦାନ ଓ ରନ୍ଧାଖାଦ୍ୟ ବଣ୍ଟନ ସହ ମହାପୁରୁଷ ତଥା ସ୍ୱାମୀ ବିବେକାନନ୍ଦଙ୍କ…

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବଦୟୋ ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମଜୟନ୍ତୀ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି । ଯୁବଦୟୋର ସଭାପତି ବିଶ୍ୱଜିତ ଜେନାଙ୍କ ନେତୃତ୍ୱରେ ସେକ୍ଟର ୧୭ ସରସ୍ଵତୀ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ
Read More...