Browsing Tag

rayagada news

ଦେବଗିରି ମହାବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଥିବା ଦେବଗିରି ମହାବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସେପ୍ଟେମ୍ବର ୨୦୧୨ ମସିହା ୫ ତାରିଖ ଗୁରୁ ଦିବସ ଦିନ କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ମହା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।
Read More...

୨ ଆନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଗାଁ କାଶୀପୁର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ୨ ଯୁବକ ଆନ୍ତର୍ଜାତୀୟ କବାଡି ଖେଳରେ ଦେଶ ପାଇଁ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବହୁ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏକଦା କାଶୀପୁର
Read More...

ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବିଧବା ବୋହୁର ଧାରଣା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ୨ ଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣାରେ ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ । ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁବରଣ କରିଥିଲେ । ଏହାର କିଛି
Read More...

କପା ବାଡ଼ିରୁ ଏକ ମାଈ ହାତୀର ମୃତଦେହ ଠାବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଣୁପୁର ବନାଞ୍ଚଳ ଚିମ୍ପାପୁରର ଏକ କପା ବାଡ଼ିରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ନିକଟରେ ଥିବା ବିଦ୍ୟୁତ୍‌ ପୋଲକୁ ହାତୀଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର
Read More...

ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ପ୍ରମାଣ ପତ୍ର ବଣ୍ଟନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକର ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସକଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ଜାତି, ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଜମି ସଂଯୋଜକ ରାମକୃଷ୍ଣ
Read More...

୨ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ : ଅଣଦେଖା କରୁଥିବା ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାସକଲା ପଞ୍ଚାୟତର ଆଦିବାସୀ ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତରୁ ବ୍ୟାଙ୍କ ଓ ବ୍ୟାଙ୍କରୁ ପଞ୍ଚାୟତକୁ ଚକ୍କର କାଟୁଥିବା ଅଭିଯୋଗ ହେଉଥିବା ଜଣାପଡିଛି । ଅତି ଦୁଃଖର ବିଷୟ ଯେ, ଦୀର୍ଘ ୨ ବର୍ଷ ହେବ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ
Read More...

ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର

ରାୟଗଡ଼ା : ମ୍ୟାଜିକ୍ ଦେଖାଇବାକୁ କହି କାଟିଦେଲା ଗଳା । ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନାକ୍ରମେ,
Read More...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗଦାଗଦା ସୁନା ଓ ଟଙ୍କା

ରାୟଗଡ଼ା, (ଅକ୍ଷୟ ପିଡିସିକା) : ଭିଜିଲାନ୍ସ ବିଭାଗକୁ ମିଳିଛି ବଡ ସଫଳତା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି । ସେ ରାୟଗଡ଼ାର ଡ଼ିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ
Read More...

ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ

ରାୟଗଡ଼ା, (ଅକ୍ଷୟ ପିଡିସିକା) : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଧରିଲା ରାୟଗଡା ଭିଜିଲାନ୍ସ । ସେ ରାୟଗଡ଼ା ସହରର ଡିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ
Read More...

ମୁନିଗୁଡ଼ା ପୋଲିସର ବଡ ସଫଳତା : ୧୫ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ ୧୦ ଗିରଫ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୋଲିସକୁ ମିଳିଛି ସଫଳତା । ବହି ଦିନ ଧରି ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରୁ ଏଲ୍‌ଇଡି, ଟିଭି, ଇନ୍‌ଭଟର ଓ ବ୍ୟାଟେରୀ ଚୋରି କରିଥିବା ରାକେଟ୍‌ ପର୍ଦ୍ଦାଫାଶ କରିଛି ମୁନିଗୁଡ଼ା ପୋଲିସ । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫
Read More...