ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଦେବଗିର ପଞ୍ଚମୁଖେଶ୍ୱର ଶୈବପୀଠରେ କାଉଡିଆଙ୍କ ଭିଡ଼
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବହୁ ପ୍ରସିଦ୍ଧ ପୁରାତନ ଶୈବପୀଠ ଦେବଗିର ପଞ୍ଚମୁଖେଶ୍ୱରରେ କାଉଡିଆଙ୍କ ଭିଡ ଜମିଥିବା ଦେଖିବା ମିଳିଛି । ଏହି ଶୈବପୀଠ ସଦରରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଥିବା!-->…
Read More...
Read More...