ଅସହାୟ ବିଧବାଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟକ
ରାୟଗଡ଼ା (ଅକ୍ଷୟ କୁମାର ପିଡ଼ିସିକା) : ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣ ବଶତଃ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ବୃଦ୍ଧା ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ ପ୍ରଶାସନକୁ ଗୁହାରି କରିଥିଲେ । ସେହି!-->…
Read More...
Read More...