Browsing Tag

raurkela news

ଭୋକିଲା ପେଟକୁ ଦି ମୁଠା ଅର୍ଣ୍ଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହ୍ୟୁମାନିଟି ଫାଉଣ୍ଡେସନ୍‌ର ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ସଦସ୍ୟ ମାନେ ନିଜେ ଖାଦ୍ୟ ରାନ୍ଧୀ ରିଙ୍ଗ ରୋଡ୍‌ର ଚାରିପଖରେ ଥିବା ଗରିବ ଓ ନିସାହ୍ୟ ଲୋକ ମାନଙ୍କୁ ଭୋକିଲା ପେଟକୁ ଦି ମୁଠା ଅର୍ଣ୍ଣ ଯୋଗାଇ ଦେଇଛନ୍ତି । ସକାଳୁ ସଦସ୍ୟ ମାନେ
Read More...

ସଚେତନ ନାଗରିକ ମଞ୍ଚର ସ୍ଥାନୀୟ ସମସ୍ୟା ନେଇ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ସମସ୍ୟା ନେଇ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ହୋଟେଲ ସୋଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି. ପି. ରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ରୁ ୧୫ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ରେ ଥିବା ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସଭାପତି ବ୍ରଜବନ୍ଧୁ ତରାଇ ଓ ମିତାରାଣୀ ତରାଇଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତି ଅନୁଯାୟୀ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଉରକେଲାରେ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଯୁବନେତା ତଥା ସମ୍ବଲପୁରର ଲୋକସଭା ସଦସ୍ୟ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କାଲି ଟ୍ରେନ୍‌ ଯୋଗେ ରାଉରକେଲା ଦେଇ କଲିକତା ଯାଉଥିବା ବେଳେ ରେଲୱେ ଷ୍ଟେସନରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ,
Read More...

‘ସମତା କପ୍- ୨୦୨୪’ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଯୁବକମାନଙ୍କ ଦ୍ୱାରା ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ଏକ ଅଭିନବ ପ୍ରୟାସ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର-୨ ଖେଳ ପଡିଆ ଠାରେ ଏକ ନିଆରା ଫୁଟବଲ ମ୍ୟାଚ୍ 'ସମତା କପ୍-୨୦୨୪' ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଲିଫାୟ ମ୍ୟାଚ୍‌ରେ
Read More...

ବେଆଇନ ଭାବେ ନିର୍ମାଣାଧୀନ ବିଲ୍‌ଡିଂରେ ନୋଟିସ୍‌ ଲଗାଇଲା ଆର୍‌ଏମ୍‌ସି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ପାନପୋଷ ସ୍ଥିତ କାଳି ମନ୍ଦିର ନିକଟରେ ବେଆଇନ୍ ଭାବେ ନିର୍ମାଣାଧୀନ ଏକ ବିଲ୍‌ଡିଂରେ ନୋଟିସ୍‌ ଲଗାଯାଇଛି । ଆଜି ଆର୍‌ଏମ୍‌ସିର ପ୍ଲାନିଂ ଓ ଏନ୍‌ଫୋର୍ସମେଣ୍ଟ ଟିମ୍ ଉକ୍ତ ବିଲ୍‌ଡିଂ ନିକଟରେ ପହଂଚି ଏହି ନୋଟିସ୍‌ ଲଗାଇଛନ୍ତି
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ଦେଓକରଣ ସରକାରୀ ବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଦେଓକରଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ପରିଦର୍ଶନରେ ଯାଇଥିଲେ । ବିଦ୍ୟାଳୟରେ ପହଂଚିବା ମାତ୍ରେ ବିଧାୟକଙ୍କୁ ବିଦ୍ୟାଳୟର ଶିକ୍ଷକ ଓ
Read More...

ଭାରତ ସ୍କାଉଟ ଏବଂ ଗାଇଡ୍‌ର ୭୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍‌ ଏବଂ ଗାଇଡ୍‌ ତରଫରୁ ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଆମ୍ବାଗାନ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ୫୦୦ରୁ ଅଧିକ ସ୍କାଉଟ୍‌ ଏବଂ ଗାଇଡ୍‌ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି
Read More...

ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଝାଡଖଣ୍ଡ ନିର୍ବାଚନ ପରିପ୍ରେକ୍ଷୀରେ ଚଢାଉ

ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ମହୁଲି ମଦ ଜବତ ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଝାଡଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ଓ ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ସ୍ଥାନୀୟ ପୋଲିସ ରାଉରକେଲା ଅବକାରୀ ବିଭାଗ, ଝାଡଖଣ୍ଡ ଅବକାରୀ ବିଭାଗ ଏବଂ ଏଆଇବି
Read More...

ଇସ୍ପାତ ନଗରୀରେ ଛଟ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚର୍ତୁଦିବସୀୟ ଆସ୍ଥା ଓ ବିଶ୍ୱାସର ପର୍ବ ଛଟ ବ୍ରତର ଆଜି ଗୁରୁବାର ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ବ୍ରତଧାରୀମାନଙ୍କ ଦ୍ୱାରା ଅର୍ପଣ କରାଯାଇଛି । ରାଉରକେଲା ଇସ୍ପାତ ସହରର ୧୮ଟି ଘାଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ
Read More...