Browsing Tag

raurkela news

ବିଜେପିରେ ଯୋଗଦେଲେ ବିଜେଡିର ବହୁ ନେତା ଓ କର୍ମୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘଦିନ ଧରି ବିଜୁଜନତା ଦଳରେ କାମକରିଥିବା ତଥା ବିଜୁ ଯୁବ ଜନତା ଦଳର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ ଜେନା ଏବଂ ପୂର୍ବତନ ଉପସଭାପତି ବିଶ୍ୱଜିତ ଜେନା, ହାତିବନ୍ଧା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ନିରଞ୍ଜନ ବେହେରା, ମାଜେଶ ଆଣ୍ଠୋନ୍ୟ
Read More...

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ

ଉଦ୍‌ଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ ରାଉରକେଲା, (ସସ୍ମିତା ପ୍ରଧାନ) : ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଦିନିକିଆ ଗସ୍ତରେ ରାଉରକେଲା ଆସି ନବନିର୍ମିତ ଡିଏଫଓଙ୍କ କାର୍ଯ୍ୟାଳୟର ଉଦ୍‌ଘାଟନ
Read More...

ରାଉରକେଲା ବିକାଶ ମଞ୍ଚ ତରଫରୁ ଇଏସ୍‌ଆଇ ମେଡ଼ିକାଲ ପାଇଁ ଶ୍ରମମନ୍ତ୍ରୀଙ୍କ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସରକାରଙ୍କ ଶ୍ରମ, ଜଙ୍ଗଲ, ପରିବେଶମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଆଜି ଦିନିକିଆ ରାଉରକେଲା ଗସ୍ତ ଅବସରରେ ରାଉରକେଲା ଠାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ଖୋଲିବା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଉରକେଲା
Read More...

ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦ୍ୱିଦିବସୀୟ ଅଷ୍ଟମ ସାରସ୍ଵତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକ ଦ୍ୱିଦିବସୀୟ ସାରସ୍ଵତ ସମାରୋହ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ମେମୋରିଆଲ ବକ୍ତୃତା ମାଳା,
Read More...

ହୃଦ୍‌ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱରେ ହୃଦ୍ ରୋଗ ଜନିତ ମୃତ୍ୟୁ ସଂଖ୍ୟା ଅତ୍ୟଧିକ । ଏଥିରୁ ନିରାପଦ ରହିବାକୁ ହେଲେ ହୃଦ୍‌ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଅତି ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ଓ ଇନ୍ନର ହୁଇଲ କ୍ଲବ ରାଉରକେଲା ରିଭର ସାଇଡ୍ ଏବଂ ହାଇ
Read More...

ସାହିତ୍ୟ ସୃଜନୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ରାସ୍ଥିତ ବିଜାଡିହି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ
Read More...

ଅକ୍ଷୟ ମହାନ୍ତିଙ୍କ ସଂଗୀତରେ ଝୁମିଲେ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଅକ୍ଷୟ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଅକ୍ଷୟ ସଂଗୀତ ସନ୍ଧ୍ୟାକୁ ଉପସ୍ଥିତ ଶ୍ରୋତା ମନଭରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିିଥିଲେ ଆର୍‌.ଏସ୍‌. ପି. ସହର ସେବା ବିଭାଗର
Read More...

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ସହର ତଥା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ୭ଟି ସେଣ୍ଟର ଯଥା କଚାରୁ, ସୁନ୍ଦରଗଡ, ବେଦବ୍ୟାସ, ବଣେଇ, କୁଆଁରମୁଣ୍ଡା, ଛେଣ୍ଡ ଚିନ୍ମୟ ଇଂରାଜୀ
Read More...

୫ ଦିନିଆ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପନ୍ନ

ଯୋଗଦେଲେ ସହସ୍ରାଧିକ ଶ୍ରଦ୍ଧାଳୁ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ରେ ଥିବା ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ୫ ଦିନିଆ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସେକ୍ଟର -୭ ସ୍ଥିତ ତେନ୍ତୁଳି ଗଛ ପଡ଼ିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଠାକୁର ଶ୍ରୀ
Read More...

ଡ. ଶରଣାବିନ୍ଦ ଓଝାଙ୍କ ପ୍ରବଚନରେ ବିମୁଗ୍ଧ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀଜଗନ୍ନାଥ ବାବା ଆଖଣ୍ଡଳମଣି ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ କଥା ମାହାତ୍ମ୍ୟ ସମ୍ପର୍କରେ ଏକ ଦ୍ୱିଦିବସୀୟ ପ୍ରବଚନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ
Read More...