Browsing Tag

raurkela news

ଆନ୍ତର୍ଜାତୀୟ ଟାଇକଣ୍ଡୋ ଚମ୍ପିଆନ୍‌ସିପ୍‌ -୨୦୨୪

ରାଉରକେଲା ପାଇଁ ଗୌରବ, ୩ ଛାତ୍ର ବିଜୟୀ ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ପାଇଁ ଗର୍ବ ଓ ଗୌରବର ବିଷୟ କାରଣ ୭ମ ହିରୋ ଟାଇକଣ୍ଡୋ ଆନ୍ତର୍ଜାତୀୟ ଚମ୍ପିଆନ୍‌ସିପ୍‌ -୨୦୨୪, ବ୍ୟାଙ୍କକକ୍‌, ଥାଇଲାଣ୍ଡ, ଜନ୍‌ ପୋଲ୍‌ ଏଚ୍‌ ସ୍ପୋର୍ଟସ ସେଂଟର ପରିସରରେ ଯୋଗ ଦେଇଥିଲେ ରାଉରକେଲା
Read More...

ସେକ୍ଟର – ୧୯ ସାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର -୧୯ ସ୍ଥିତ ସାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରୋହିତ ଅରବିନ୍ଦ ପଣ୍ଡା ଭାଇଙ୍କ ପୌରହିତ୍ୟରେ
Read More...

୭୮ତମ ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ରାଉରକେଲା, (କେପିଏନ୍‌ଏସ୍‌) : ୭୮ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଦିବସର ମୁଖ୍ୟ ଅତିଥି ତଥା ସୁନ୍ଦରଗଡ
Read More...

ଇସ୍ପାତ ନଗରୀ ରାଉରକେଲାରେ ଆନନ୍ଦ ଉଲ୍ଲାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଭାରତବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଇସ୍ପାତ ନଗରୀ ରାଉରକେଲା ମଧ୍ୟ ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା । ସହରର ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, ସାମାଜିକ ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନର
Read More...

ରାଉରକେଲାରେ ବିଜେପିର ତ୍ରିରଙ୍ଗା ବାଇକ୍‌ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁ ଥିବା ଅବସରରେ ଆଜି ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାୟଙ୍କ
Read More...

ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ଧୁମ୍‌ଧାମରେ ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କୋଏଲ ନଗର ଡି -୧୪୭ରେ ଅବସ୍ଥିତ ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ କରାଯାଇଛି । ଭାରତୀୟ ଜନତା
Read More...

ହମିରପୁର ଉନ୍ନୟନ ପରିଷଦର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହମିରପୁରର ତାରିଣୀ ମନ୍ଦିର ନିକଟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ପ୍ରଶାନ୍ତ କୁମାର ସୋମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନକୁ ସ୍ମରଣ କରି ତାଙ୍କୁ
Read More...

ଆଧୁନିକ ମେଟାଲିକ୍ସ ବେତନ୍ ବୃଦ୍ଧି ଚୁକ୍ତିନାମାରେ ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକ ମେଟାଲିକ୍ସରେ କାର୍ଯ୍ୟରତ ଶ୍ରମିକଙ୍କ ବେତନ୍‌ ବୃଦ୍ଧି ସଂକ୍ରାନ୍ତୀୟ ଚୁକ୍ତିନାମା ଉପରେ ଅନ୍ୟ ୟୁନିୟନ୍ ଦେଇଥିବା ବିବୃତି ନିମନ୍ତେ ସ୍ପଷ୍ଟୀକରଣ ଯେ, ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଏବଂ ଆଗାମୀ ବୋନସ ଚୁକ୍ତିନାମା ପାଇଁ ପ୍ରବଳ ଆଗ୍ରହ ।
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ୭୮ତମ ସ୍ୱାଧୀନତା ଦିବସ ପାଲନ ଉପଲକ୍ଷେ ଉଭୟେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆୟୋଜିତ ହେଉଛି ତ୍ରିରଙ୍ଗା ଯାତ୍ରା । ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବୁଧବାର ଆୟୋଜିତ ହୋଇଛି
Read More...

୭୮ ତମ ସ୍ଵାଧୀନତା ଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

ରାଉରକେଲା, (ସସ୍ମିତା ନ୍ରଧାନ) : ଭାରତବର୍ଷର ୭୮ତମ ସ୍ଵାଧୀନତା ଦିବସ ଅବସରରେ ସିଆଇଟିୟୁ କେନ୍ଦ୍ର କମିଟି ଆହ୍ୱାନରେ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଜି ଯୁବ, ଛାତ୍ର, ମହିଳା ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧିଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ ସକାଳେ
Read More...