Browsing Tag

raurkela news

ସ୍ୱର୍ଗତ ରମେଶ ସାରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜକନିକା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଜୟନଗରର ପ୍ରାକ୍ତନ କ୍ରୀଡା ଶିକ୍ଷକ ତଥା କଟକ ଅନ୍ନପୂର୍ଣ୍ଣା ଥିଏଟରର୍‌ ମଞ୍ଚ କଳାକାର ସ୍ୱର୍ଗତ ରମେଶ ଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ବାସଭବନ
Read More...

‘ନୂଆଁଖାଇ ଭେଟ୍‌ଘାଟ୍‌’ ନିମନ୍ତେ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା, ସଂସ୍କୃତି, କ୍ରୀଡା ଓ ଶିଳ୍ପର ସହର ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ' ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆସନ୍ତା ୨୨ ତାରିଖ ରବିବାର ଦିନ ଏକ ଉତ୍ସବମୁଖର ପରିବେଶରେ ଆଡମ୍ବର ସହ ନୂଆଁଖାଇ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାହିତ୍ୟ ବିଭାଗର ଦାୟିତ୍ୱରେ ଥିବା ଉପସଭାପତି ଡ. ସନାତନ ପ୍ରଧାନଙ୍କ
Read More...

ଟ୍ରେଡ୍‌ ୟୁନିୟନ୍‌ ମାନଙ୍କ ମିଳିତ ବୈଠକ

ଶ୍ରମ କୋର୍ଡ ବାତିଲ ଦାବିରେ ୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସମସ୍ତ ଟ୍ରେଡ ୟୁନିୟନ୍‌ମାନେ ବାରମ୍ବାର ଦାବି ଓ ଆନ୍ଦୋଳନ ଚଳାଇ ଆସିଥିଲା ବେଳେ କେନ୍ଦ୍ର ବିଜେପି ସରକାର ଶ୍ରମିକ ବିରୋଧୀ ଶ୍ରମକୋର୍ଡ ଲାଗୁ କରିବା ପାଇଁ ସମସ୍ତ
Read More...

ରାଉରକେଲା କଲେଜରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନରେନ୍ଦ୍ର ମୋଦି ସେବା ସଂକଳ୍ପ ଆନୁକୂଲ୍ୟରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଜାତୀୟ ସେବା ଯୋଜନା ସଂଯୁକ୍ତ ଶାଖା ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଯାଇଛି । ଏହି ଶିବିରଟି
Read More...

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଜ୍ୟୋସ୍ନା ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀଙ୍କ
Read More...

ସୁଭଦ୍ରା ଯୋଜନା ଶୁଭାରମ୍ଭ ଉପଲକ୍ଷେ ସଚେତନତା ଉଦ୍ଦେଶ୍ୟରେ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ସମ୍ପର୍କରେ ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସରକାରୀ
Read More...

ଆନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସମସ୍ତେ ଚିନ୍ତିତ । ଏଭଳି ସମୟରେ ସକଳ ଶକ୍ତିର ଆଧାର ସର୍ଯ୍ୟଙ୍କର ଅତି ବାଇଗଣି ରଶ୍ମିର ପ୍ରଭାବରୁ ବିଶ୍ୱବାସୀଙ୍କୁ ରକ୍ଷା କରୁଥିବା ଓଜୋନ ଗ୍ୟାସ୍‌
Read More...

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏସ୍‌ପିସିବି ଏବଂ ୱାଇ. ଏମ୍‌. ଏଫ୍‌. ଆଇ.ର ମିଳିତ ସହଯୋଗରେ ସ୍ଥାନୀୟ ସେକ୍ଟର - ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ଇତି ମଧରେ ପାଳିତ ହୋଇଯାଇଛି । ଏଥିରେ ଏସ୍‌ପିସିବିର ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ମୁଖ୍ୟ ଅତିଥି
Read More...

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ୍‌ ପ୍ରଚଳନ ହେଉ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାକୁ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌ ବିଗତ ଦିନରେ ଦେଇଥିବାରୁ ରେଳମନ୍ତ୍ରୀଙ୍କୁ ଥିଙ୍କର୍ସ ଫୋରମ୍ କୃତଜ୍ଞତା ଜଣାଇଛି । କଲିକତା ପୂର୍ବ ଭାରତର ଏକମାତ୍ର ମେଟ୍ରୋ ସହର ଓ ରାଉରକେଲା ତଥା ନିକଟବର୍ତ୍ତୀ ସମସ୍ତ ଜନସାଧାରଣ ଏହା ଉପରେ ବ୍ୟବସାୟ,
Read More...