କଳା ସୃଜନୀ ଶିଳ୍ପୀ ଶିବିର ଉଦ୍ଯାପିତ
ରାଉରକେଲା, (ସସ୍ମିତା ପ୍ରଧାନ) : କଳା ସୃଜନୀ ଓ ସେକ୍ଟର ୭ କମ୍ୟୁନିଟି ସେଣ୍ଟରର ମିଳିତ ଆନୁକୂଲ୍ୟରେ ଗତ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା କଳା ସୃଜନୀ ଶିଳ୍ପୀ ଶିବିର ଉଦ୍ଯାପିତ ହୋଇଯାଇଛି । ୧୩ ତାରିଖ ଦିନ କମ୍ୟୁନିଟି ସେଣ୍ଟରର ସମ୍ପାଦକ ସମୀର ଦାସ ଦୀପ ପ୍ରଜ୍ୱଳନ ପୂର୍ବକ!-->…
Read More...
Read More...