Browsing Tag

raurakela news

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା : ଦି ବିଲିଭର୍‌ ତରଫରୁ ନାଟକ ‘ପ୍ରଭାସ ଯଜ୍ଞ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଷଷ୍ଠ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଦି ବିଲିଭର୍‌ ତରଫରୁ ନାଟକ 'ପ୍ରଭାସ ଯଜ୍ଞ' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ପ୍ରବୀର କୁମାର ଜେନା ରଚନା କରିଥିବା ବେଳେ ଚିନ୍ମୟ
Read More...

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ହେବାକୁ ଥିବା ନାଟ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଶିଷ୍ଟ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ, ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି ୨୦୨୩ କସ୍ତୁରୀ ସମ୍ମାନରେ ଓ ରାଉରକେଲାର
Read More...

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡଃ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି ସ୍ଵାଗତ ଭାଷଣ ସହ
Read More...

ଆସନ୍ତା ୨ ଓ ୩ରେ ବଙ୍ଗ ସାହିତ୍ୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଆସନ୍ତା ୨ ଓ ୩ ତାରିଖ ଦିନ ଦାଣ୍ଡିଆପାଲିର ପଞ୍ଚମ ରେଷ୍ଟ ହାଉସ୍‌ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସମ୍ମିଳନୀର
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ସୁଭାଷିନୀ ସାହୁଙ୍କ ସଂଯୋଜନାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରର ଆଲୋଚକ ଭାବେ ଅଧ୍ୟାପକ ଡ଼ଃ
Read More...

ଦିବ୍ୟ ଜୀବନ ସଂଘର ରୌପ୍ୟ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ, ଇସ୍ପାତ ନଗରୀ ଶାଖାର ତିନି ଦିନ ବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ସହରର ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ଉଦ୍ଦେଶ୍ୟରେ ପୂର୍ବରୁ ବଣ୍ଟାଯାଇଥିବା ପୁସ୍ତକ ଆଧାରରେ ଏକ ଲିଖିତ
Read More...

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଅନୁଗୋଳ ଆନୁକୂଲ୍ୟରେ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ୨୦୨୩ ରାଉରକେଲାର ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସଭାପତି କିଶୋର ଚନ୍ଦ୍ର ତ୍ରିପାଠୀଙ୍କ
Read More...

ଡ଼ଃ ଶରତଚନ୍ଦ୍ର ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଡ଼ଃ ଶରତଚନ୍ଦ୍ର ଦାଶଙ୍କ ୮୪ବର୍ଷ ବୟସରେ ବିୟୋଗ ଘଟିଛି । ତାଙ୍କ ପରଲୋକଗତ ଖବର ପାଇ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରିଵା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ସ୍ୱର୍ଗତ ଡ଼ଃ ଦାଶ
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ବିଜୟା ଦଶମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଉରକେଲା ମହାନଗର ଦ୍ୱାରା ବିଜୟାଦଶମୀ ଉତ୍ସବ ସିଭିଲ ଟାଉନସିପ୍ ସ୍ଥିତ ମଡର୍ଣ୍ଣ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବହୁତ ସଂଖ୍ୟାରେ ସ୍ଵୟଂସେବକ ଘୋଷ ବାଦ୍ୟ ସହ ପଥ ସଞ୍ଚାଳନରେ ସିଭିଲ ଟାଉନସିପ୍ ପରିକ୍ରମା କରିଥିଲେ ।
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ବିଜୟା ଦଶମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଉରକେଲା ମହାନଗର ଦ୍ୱାରା ବିଜୟାଦଶମୀ ଉତ୍ସବ ସିଭିଲ ଟାଉନସିପ୍ ସ୍ଥିତ ମଡର୍ଣ୍ଣ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବହୁତ ସଂଖ୍ୟାରେ ସ୍ଵୟଂସେବକ ଘୋଷ ବାଦ୍ୟ ସହ ପଥ ସଞ୍ଚାଳନରେ ସିଭିଲ ଟାଉନସିପ୍ ପରିକ୍ରମା କରିଥିଲେ ।
Read More...