Browsing Tag

rajasunakhala news

ବାଇକ ସହ ସାଇକେଲ ଦୁର୍ଘଟଣା ଗସ୍ତ, ୩ ଗୁରୁତର

ରାଜସୁନାଖଳା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଉପରେ ରାଜସୁନାଖଳା ମହାବିଦ୍ୟାଳୟ ଅଳ୍ପ କିଛି ଦୂରତାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Read More...

ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ଉଦ୍‌ଯାପିତ

ରାଜସୁନାଖଳା/ରଣପୁର : ଓଡିଶା ସରକାରଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାଭାଗିତାରେ ରାଜସୁନାଖଳା ଡିଆଇଇଟି ମଇଦାନ ଠାରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଚତୁର୍ଥ ବାର୍ଷିକ ରାଜସୁନାଖଳା ମହୋତ୍ସବ 'କାଉଁରୀ' ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ
Read More...

ରାଜସୁନାଖଳା ମହୋତ୍ସବ ‘କାଉଁରୀ’ର ଚତୁର୍ଥ ସନ୍ଧ୍ୟା : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ରାଜସୁନାଖଳା/ରଣପୁର : ରାଜସୁନାଖଳା ମହୋତ୍ସବ "କାଉଁରୀ" ର ରବିବାର ଥିଲା ଚତୁର୍ଥ ସନ୍ଧ୍ୟା । ଏହି ସଂନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ରାୟଗଡାର ସମ୍ବଲପୁରୀ ମେଲୋଡି ଓ ମୟୁରଭଞ୍ଜରୁ ଆସିଥିବା କଳାକାରଙ୍କ ଦ୍ୱାରାରା ମାଲ ଖମ୍ବା ଓ ଲୋକ ନୃତ୍ୟ ସାଥୀକୁ ସ୍ଥାନୀୟ ଅଞ୍ଚଳର କଳାକାର
Read More...