ଆଜି ଶ୍ରୀମନ୍ଦିରରେ ‘ଦୁଧ ମେଲାଣ’ ନୀତି
ପୁରୀ : ଆସନ୍ତା ଶନିବାର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି । ସେଥିପାଇଁ ବଡ଼ଦେଉଳରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ 'ଦୁଧ ମେଲାଣ' ନୀତି । ଶ୍ରୀରାମ କୃଷ୍ଣ ମହାପ୍ରଭୁ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଳଭରେ ବିଜେ ହେବେ । ଘଣ୍ଟ, ଛତା, କାହାଳୀ!-->…
Read More...
Read More...