Browsing Tag

pib news

ଲଦାଖ ଗସ୍ତ ସମୟରେ ଛଅଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ରହିଥିବା ୭୫ ଟି ଆର୍‌ଓ ଭିତ୍ତିଭୂମି ପ୍ରକଳ୍ପ…

ମୋଟ ୨,୧୮୦ କୋଟି ଟଙ୍କା ବ୍ୟୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଏକ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ନିର୍ମାଣ କରାଯାଇଛିଏହି ପ୍ରକଳ୍ପ ଗୁଡିକ ପ୍ରତିରକ୍ଷା ପ୍ରସ୍ତୁତିକୁ ମଜଭୁତ କରିବ ଏବଂ ସୀମାବର୍ତ୍ତୀ ଅଂଚଳ ଗୁଡିକର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ ବୋଲି
Read More...

ଦିଲ୍ଲୀ ପ୍ରଦୂଷଣ ସ୍ଥିତି ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗଙ୍କ ସମୀକ୍ଷା ବୈଠକ

• ଫସଲ ଅବଶେଷ ଜଳାଇବା ସମସ୍ୟାର ସମାଧାନ ନେଇ ଆଲୋଚନା• ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା ସୁନିଶ୍ଚିତ କରୁଛି ଆୟୋଗ• ପଞ୍ଜାବରେ ଫସଲ ଅବଶେଷ ଜଳାଇବା ଘଟଣା ବୃଦ୍ଧି ଚିନ୍ତାର ବିଷୟ• ଫସଲ ଅବଶେଷ ପରିଚାଳନା ପାଇଁ ସବୁ ରଣନୀତି କାର୍ଯ୍ୟକାରୀ କରାଯିବ : ଆୟୋଗ• ଫସଲ ଅବଶେଷ
Read More...

୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନକୃଷି ଫସଲର କ୍ଷେତ୍ର ଓ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି

● ୨୮.୦୮ ନିୟୁତ ହେକ୍ଟରରେ ୩୪୨.୩୩ ନିୟୁତ ଟନ ରେକର୍ଡ ଉଦ୍ୟାନକୃଷି ଫସଲ ଉତ୍ପାଦନ ନେଇ ଆକଳନ● ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ଅଧିକାରୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନୂଆଦିଲ୍ଲୀ, (ପିଆଇବି) :
Read More...

୩୦ସେପ୍ଟେମ୍ବର ସୁଦ୍ଧା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ୧,୧୫,୧୬୧ ପରିଦର୍ଶକ ଭ୍ରମଣ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ତିନି ମୂର୍ତ୍ତି ରୋଡରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ୩୦ ସେପ୍ଟେମ୍ବର ସୁଦ୍ଧା ୧,୧୫,୧୬୧ ପରିଦର୍ଶକ ଭ୍ରମଣ କରିଛନ୍ତି। ୧୫ ଅକ୍ଟୋବର ୨୦୨୨ ରେ, ସର୍ବାଧିକ ୩୨୩୩ ରେକର୍ଡ଼ ସଂଖ୍ୟକ ପରିଦର୍ଶକ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ
Read More...

ହରିୟାଣାର ସୁରଜକୁଣ୍ଡଠାରେ ଦୁଇ ଦିନିଆ ‘ଚିନ୍ତନ ଶିବିର’କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରେ ଆୟୋଜିତ ଏହି ‘ଚିନ୍ତନ ଶିବିର’ ଦେଶ ସମ୍ମୁଖରେ ରହିଥିବା ସମସ୍ତ ଆହ୍ୱାନ ଗୁଡିକର ମିଳିତ ଭାବେ ସମ୍ମୁଖୀନ ହେବାକୁ ଏକ ମଂଚ ପ୍ରଦାନ କରିବଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଂଚଳ ଯଥା, ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଂଚଳ, ଯାହା ପୂର୍ବରୁ
Read More...

ଜି୨୦ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ଦ୍ୱିତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି : ଡକ୍ଟର ମନସୁଖ ମାଣ୍ଡଭିୟ• ଭବିଷ୍ୟତ ପାଇଁ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍ ପ୍ରସ୍ତୁତ କରିବା ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ :
Read More...

୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

• ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଗଲା ନୂଆଦିଲ୍ଲୀ, (ପିଆଇବି) : ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) । ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ
Read More...

ସେପ୍ଟେମ୍ବର ମାସରେ ଆଧାର ବ୍ୟବହାର କରି ହେଲା ୨୫.୨୫ କୋଟି ଇ-କେୱାଇସି କାରବାର

• ଏହି ମାସରେ ହୋଇଛି ୧୭୫ କୋଟିରୁ ଅଧିକ ପ୍ରମାଣିକରଣ• ସେପ୍ଟେମ୍ବର ମାସରେ ୨୧ କୋଟିରୁ ଅଧିକ ଏଇପିଏସ କାରବାର• ସେପ୍ଟେମ୍ବର ମାସରେ ବାସିନ୍ଦାମାନଙ୍କର ୧.୬୨ କୋଟିରୁ ଅଧିକ ଆଧାର ସଂଶୋଧନ ଅନୁରୋଧ ସଫଳତାପୂର୍ବକ କାର୍ଯ୍ୟକାରୀ କଲା ୟୁଆଇଡିଏଆଇ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଆଧାର
Read More...

ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା

• ପ୍ଲେ ଷ୍ଟୋର ନୀତି ସହ ଜଡ଼ିତ ପ୍ରତିଦ୍ବନ୍ଦ୍ବିତା ବିରୋଧି କାର୍ଯ୍ୟ ପାଇଁ ସିସିଆଇର କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ, (ପିଆଇବି) : ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି ଭାରତୀୟ ପ୍ରତିଦ୍ବନ୍ଦ୍ବିତା ଆୟୋଗ (ସିସିଆଇ) । ପ୍ଲେ ଷ୍ଟୋର ନୀତିକୁ ନେଇ ନିଜର ଆଧିପତ୍ୟକୁ
Read More...

କାରଗିଲ୍‌ଠାରେ ସଶସ୍ତ୍ର ସେନା ବାହିନୀ ସହିତ ଦୀପାବଳୀ ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ସାହସୀ ଯବାନ ମାନଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ“ବର୍ଷ ବର୍ଷ ଧରି, ଆପଣମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି”“ଦୀପାବଳି ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ”“ଆମେ ଯେଉଁ ଭାରତକୁ ସମ୍ମାନ ଦେଉଛୁ ତାହା କେବଳ ଏକ ଭୌଗୋଳିକ ଅଂଚଳ ନୁହେଁ , ବରଂ ଏକ ଜୀବନ୍ତ
Read More...