Browsing Tag

pib news

ପୁଣି ଟମାଟୋ ଦର କମାଇଲେ କେନ୍ଦ୍ର ସରକାର

ଆଜିଠାରୁ ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌ ଜରିଆରେ କିଲୋ ପ୍ରତି ୭୦ ଟଙ୍କାରେ ବିକ୍ରି କରାଯିବ ନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ଅର୍ଥାତ୍‌ ୨୦ ଜୁଲାଇ, ୨୦୨୩ ଠାରୁ କିଲୋ ପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ
Read More...

କୋଭିଡ-୧୯ ଅପ୍‌ଡେଟ୍

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତକୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା କୋହଳ ହେଲା ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର
Read More...

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଯେଉଁମାନେ ସେମାନଙ୍କର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ
Read More...

ପୋର୍ଟବ୍ଲେୟାର ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ପୋର୍ଟବ୍ଲେୟାର ନୂତନ ରହଣିସ୍ଥଳ ଭବନ ଯାତ୍ରା ସୁବିଧା ଏବଂ ବ୍ୟବସାୟ ଓ ସଂଯୋଗୀକରଣକୁ ସୁଗମ କରିବଅନ୍ତର୍ଭୁକ୍ତୀକରଣର ଏକ ନୂତନ ମଡେଲ ଭାରତକୁ ଆସିଛି । ଏହି ମଡେଲ ହେଉଛି ‘ସବକା ସାଥ ସବକା ବିକାଶଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିକାଶ ଦେଶର ଯୁବଶକ୍ତି ନିମନ୍ତେ ଏକ ପ୍ରେରଣାର ଉତ୍ସ
Read More...

ଆଜି ନୂଆଦିଲ୍ଲୀରେ ସିଆରସିଏସ୍ – ସାହାରା ରିଫଣ୍ଡ ପୋର୍ଟାଲ

https://mocrefund.crcs.gov.in/ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା-ସାହାରା ଗ୍ରୁପ୍ ର ସମବାୟ ସମିତି- ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରାୟାନ୍ ୟୁନିଭର୍ସାଲ୍ ମଲ୍ଟିପର୍ପୋସ୍ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ୍
Read More...

ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ : କୋଇଲା ମନ୍ତ୍ରଣାଳୟ

ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ୨୮% ବୃଦ୍ଧି ପାଇ ୩୩.୪୬ ନିୟୁତ ଟନ୍ ଛୁଇଁଲାଭାରତୀୟ ରେଳବାଇ ଦ୍ୱାରା ଉପଲବ୍ଧ ହେଉଛି ପର୍ଯ୍ୟାପ୍ତ ରେକ୍ ନୂଆଦିଲ୍ଲୀ, (ପିଆଇବି) : ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ
Read More...

୫୪ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ…

ନୂଆଦିଲ୍ଲୀ, (ପି.ଆଇ.ବି.) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ କରୁଛି । ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ
Read More...

‘ଭାରତ୍ ଡାଲ୍’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ

• କିଲୋ ପ୍ରତି ୬୦ ଟଙ୍କା ଦରରେ ମିଳିବ ଏକ କିଲୋଗ୍ରାମ ପ୍ୟାକ୍ ଏବଂ କିଲୋପ୍ରତି ୫୫ ଟଙ୍କାରେ ମିଳିବ ୩୦ କିଲୋଗ୍ରାମ ପ୍ୟାକ୍ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍’
Read More...

କୁନୋ ଜାତୀୟ ଉଦ୍ୟାନରେ ‘ଚିତା’ ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡିଛି :…

ଅନ୍ୟ କାରଣରୁ ‘ଚିତା’ଙ୍କର ମୃତ୍ୟୁ ଘଟିଥିବା ଘେନି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁମାନ ସର୍ବସ୍ୱ ଏବଂ ଗୁଜବ; ଏହା ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁଭାରତ ସରକାର ଦେଶରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ନୀତି ପ୍ରଣୟନ କରି ତାହାକୁ ନିଷ୍ଠାର ସହ ପାଳନ
Read More...

କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ୬୦୦୦କୋଟି ଟଙ୍କା ବ୍ୟୟରେ ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ…

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲାକୁ ଗ୍ୟାସରେ ପରିଣତ କରିବା ଉପରେ ଗୁରୁତ୍ୱଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଜିଏସ୍ଟି କ୍ଷତିପୂରଣ ଓ ସେସ୍ ଭରଣା କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି ନୂଆଦିଲ୍ଲୀ, (ପିଆଇବି) : କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ
Read More...